Daily Archives

ଶଶି ଭାଇଙ୍କ ସହ ଜୁହାର ଭେଟ୍‌ ପାଇଁ ପହଞ୍ଚିଲେ ସିଙ୍ଗାମୁଣ୍ଡା ଗ୍ରାମର ଯୁବକମାନେ

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ରୀତିନୀତି ଅନୁସାରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବର ମୁଖ୍ୟ ଅଙ୍ଗ ହେଉଛି ନୂଆଁଖାଇ ଜୁହାର ଭେଟ୍‌ । ତେବେ ଆଜି ସିଙ୍ଗାମୁଣ୍ଡା ଯୁବକ ମାନେ ବିଶିଷ୍ଟ ବିଜେପି ନେତା ତଥା ରାଜ୍ୟ ଉପସଭାପତି ଓବିସି ମୋର୍ଚ୍ଚା
Read More...

ସରପଞ୍ଚଙ୍କ ଦ୍ୱାରା ଡ୍ରେନ୍‌ ସଫେଇ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ସରପଞ୍ଚ ଡମାଇ ଭତରାଙ୍କ ଦ୍ୱାରା ଛେଣ୍ଡିଗୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଗୁଡିକ ସଫେଇ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସରପଞ୍ଚ ଆଜି ଛେଣ୍ଡିଗୁଡା ଗ୍ରାମକୁ ଯାଇ ନିଜେ
Read More...

ଲୋକଖେଳ, ଗୀତ, ନାଚକୁ ନେଇ ନୁଆଁଖାଇ ଭେଟ୍‌ଘାଟ୍‌

ଆଗଲପୁର, (ସୁଶୀଲ ମିଶ୍ର) : ଦିନଥିଲା ଗାଁ ମାନଙ୍କରେ ଦେଖିବାକୁ ମିଳୁଥିଲା ବିଭିନ୍ନ ପ୍ରକାରର ଲୋକଖେଳ ଲୋକଗୀତ ଲୋକନାଚ ହେଲେ ସେ ସବୁ ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ । ହେଲେ ଆଗଲପୁର ବ୍ଲକର ଭାଲୁପାଲି ଗାଁରେ ଏଭଳି ଏକ ନିଆରା ପାରମ୍ପରିକ ଖେଳ ଏବଂ ନାଚଗୀତ ତିନି ବର୍ଷ ହେଲା ହୋଇଆସୁଛି
Read More...

ସ୍ୱାମୀ ନିଜ ସ୍ତ୍ରୀକୁ ଘରେ ନ ରଖିବାରୁ ବାପ ଘରେ ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଗଉଡପାଲି ଗାଁରେ ଏକ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ପବିତ୍ର ନୂଆଁଖାଇ ପର୍ବରେ ଲୋକେ ଖୁସିରେ ଥିବା ବେଳେ ଏଭଳି କାଣ୍ଡ ହୋଇଥିବା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼
Read More...

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ଏନ୍‌ସିସି ଅଧିକାରୀ ଭୁବନେଶ୍ୱର ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତାଲପାଲିପଡ଼ା ନିବାସୀ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ଏନ୍‌ସିସି ଅଧିକାରୀ ଭୁବନେଶ୍ୱର ମିଶ୍ରଙ୍କ ୭୪ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ବର୍ଷ ଧରି ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲରେ ସେବା ପ୍ରଦାନ କରି ଅବସର
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ
Read More...

ଗୁଜୁରାଟର ସିଏମ ବିଜୟ ରୁପାନୀ ଇସ୍ତଫା ଦେଲେ, କହିଲେ- ତାଙ୍କୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ

ଗୁଜୁରାଟ : ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେଇଛନ୍ତି । ସିଏମ ବିଜୟ ରୁପାନୀ ପୂର୍ବରୁ ୪ ଜଣ ମନ୍ତ୍ରୀଙ୍କ ସହ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଭେଟିଥିଲେ । ସିଏମ ବିଜୟ ରୁପାନୀ ଗୁଜୁରାଟର ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି ।
Read More...

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ : ଗଞ୍ଜାମ ଜିଲ୍ଲାର ପ୍ରତ୍ନତାତ୍ତ୍ୱିକ, ପର୍ଯ୍ୟଟନ ସ୍ଥଳୀ ଓ…

ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ବିବିଧପ୍ରକଳ୍ପ ଗୁଡିକର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରତ୍ନତାତ୍ତ୍ୱିକ, ପର୍ଯ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ବିକାଶମୂଳକ ପ୍ରକଳ୍ପଗୁଡିକ ଅଗ୍ରଗତିର ସମୀକ୍ଷା କରିଛନ୍ତି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩ ଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨,୧୧ ଓ ୨୧ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...

ସୌହାର୍ଦ୍ଦ୍ୟର ପର୍ବ ନୂଆଁଖାଇ

ଡକ୍ଟର ଲକ୍ଷ୍ମଣ ମେହେରଜୀବନ ନିର୍ବାହର ମୂଳଦୂଆ ହେଉଛି ଅନ୍ନ । ଏଥିପାଇଁ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ । ପଶ୍ଚିମ ଓଡ଼ିଶା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ବିଭିନ୍ନ ପର୍ବ ମଧ୍ୟରେ ନୂଆଖାଇ ଏକ
Read More...