Daily Archives

କଣ୍ଟାମାଳରେ କାର୍ ସମେତ ୭୭ କେଜି ଗଞ୍ଜେଇ ଜବତ : ୨ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପଡୋସୀ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ବେଳେ ପୋଲିସ ପାଇଁ ଚାଲାଣକାରୀଙ୍କୁ ଧରିବା ଚ୍ୟାଲେଜିଂ ହୋଇପଡିଛି । ତେବେ ଆଜି କଣ୍ଟାମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଆଜି ପୋଟ୍ରୋଲିଂ
Read More...

ମଣ୍ଡଲ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାକୁ ମାସେରୁ ଅଧିକ ବିତିଲା : ଟେର ପାଉନି ପୁଲିସ, ପ୍ରତିବାଦରେ ବେଲପଡା…

ବେଲପଡା, (କରୁଣାକର ବୁଡେକ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଦେବୋ ତ୍ତର ବିଭାଗର ଅଧିନରେ ଥିବା ହଜାର ବର୍ଷ ପୂରୁଣା ମଣ୍ଡଲ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାକୁ ୩୭ ଦିନ ବିତିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଚୋର ମାନଙ୍କୁ ଧରିବାରେ ସଫଳ ହୋଇନି । ଆଜି ମହାପ୍ରଭୁଙ୍କ
Read More...

କୂଅରୁ ସ୍ୱାମୀଙ୍କ ଶବ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ତରା ଗାଁର ଏକ କୂଅରୁ ଏକ ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ଉଦ୍ଧାର ମୃତଦେହ ସେହି ଗାଁର କର୍ଣ୍ଣ ମାଝି(୪୦)ବୋଲି ଜଣାପଡିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବଦାହ ପାଇଁ ହସ୍ତାନ୍ତର କରି ଥାନାରେ ଏକ ମାମଲ
Read More...

ବନ୍ଧପଡାରେ ବନ ମହୋତ୍ସବ ପାଳିତ

ପୁଇଁନ୍ତଲା, (ସମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଳକ ବନ୍ଧପଡା ହାଇସ୍କୁଲ ଠାରେ କୃଷ୍ଣଚୁଡା ଇକୋକ୍ଳବ ତରଫରୁ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ବିଶିଷ୍ଟ ଚାଷୀ ନେତା ତଥା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶାର ସାଢେ଼ ୪ କୋଟି ଜନତାଙ୍କର ପ୍ରିୟ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଖପ୍ରାଖୋଲ ବ୍ଳକ ଦମାଇପାଲି ପଞ୍ଚାୟତର ଚାଷୀ ନେତା ତଥା ବିଶିଷ୍ଟ ଜଣାଶୁଣା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ପ୍ରାୟ ୬୮ଜଣ ଓ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ମହାଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହର ଯୋଗୁଁ ପୂଜା ପାର୍ବଣ ଠପ ହୋଇପଡିଛି । ତେବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଟଣା ଉପରେ କଟକଣା ଜାରି କରାଯାଇଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା
Read More...

ହସ୍ପିଟାଲରେ ଚିକିତ୍ସାଧିନ ରୋଗୀ ଫୋରର୍‌ : ପରିବାର ଲୋକେ ଖୋଜି ଖୋଜି ନୟନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭେଉଁରିଆ ଗ୍ରାମର କୁଳମଣି ସାହୁ (୪୮) ଗତ ୫ ତାରିଖ ଦିନ ସମ୍ବଲପୁର ସଂଜୀବନି ହସ୍ପିଟାଲରେ ଯକୃତ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ଗତ ୮ ତାରିଖରେ ହସ୍ପିଟାଲରୁ କୁଆଡେ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଆଖ ପାଖ ୱାର୍ଡରେ ଖୋଜିବା ସହ ହସ୍ପିଟାଲ
Read More...

ସେବାକୁ ମିଳିଲା ସମ୍ମାନ : ଓଡ଼ିଶା ମୋ ପରିବାର ତରଫରୁ ସମ୍ବର୍ଦ୍ଧିତ ହେଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିରିପାଲି ଠାରେ ଯୁବ ସ୍ୱେଚ୍ଛାସେବୀ ମିନକେତନ ଭୋଇଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ
Read More...

ଶେର ବାହାଦୂର ଦେଉବା ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନେପାଳର ସର୍ବୋଚ୍ଚ ଅଦାଲତ ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ସୋମବାର ଆଦେଶ ଦେଇଛନ୍ତି । ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ
Read More...

କନ୍ଧମାଳ ବୌଦ୍ଧ ସୀମାନ୍ତରେ କୁମ୍ବିଙ୍ଗ୍‌ ଅପରେସନ ଜୋରଦାର : ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ବିଷୟ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ
Read More...