pakka

ଶେର ବାହାଦୂର ଦେଉବା ନେପାଳର ନୂଆ ପ୍ରଧାନମନ୍ତ୍ରୀ

bbehera

ନୂଆଦିଲ୍ଲୀ : ନେପାଳର ସର୍ବୋଚ୍ଚ ଅଦାଲତ ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ସୋମବାର ଆଦେଶ ଦେଇଛନ୍ତି । ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି ।

jay balangir
Leave A Reply

Your email address will not be published.

seventeen − seven =

error: Content is protected !!