pakka

ହସ୍ପିଟାଲରେ ଚିକିତ୍ସାଧିନ ରୋଗୀ ଫୋରର୍‌ : ପରିବାର ଲୋକେ ଖୋଜି ଖୋଜି ନୟନ୍ତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭେଉଁରିଆ ଗ୍ରାମର କୁଳମଣି ସାହୁ (୪୮) ଗତ ୫ ତାରିଖ ଦିନ ସମ୍ବଲପୁର ସଂଜୀବନି ହସ୍ପିଟାଲରେ ଯକୃତ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ଗତ ୮ ତାରିଖରେ ହସ୍ପିଟାଲରୁ କୁଆଡେ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଆଖ ପାଖ ୱାର୍ଡରେ ଖୋଜିବା ସହ ହସ୍ପିଟାଲ ସୁରକ୍ଷା କର୍ମୀଙ୍କୁ କହିବା ପରେ ସିସିଟିଭି ଦେଖି ଜାଣିବାକୁ ପାଇଥିଲେ ଯେ, ସେ ହସ୍ପିଟାଲ ପାଚେରୀ ଡେଇଁ କୁଆଡେ ଚାଲି ଯାଇଛନ୍ତି । ଏହାପରେ ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତା ନ ମିଳିବାରୁ ପରିବାର ଲୋକେ ପୋଲିସ ଦ୍ୱାରସ୍ଥ ହେବା ସହ ଯେଉଁ ବ୍ୟକ୍ତି କୁଳମଣିଙ୍କ ବିଷୟରେ କିଛି ବି ସୂଚନା ପାଆନ୍ତି ତା ହେଲେ ୯୯୩୭୯୧୯୫୬୦, ୭୬୦୮୮୯୭୮୪୧ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

ten − 5 =

error: Content is protected !!