Daily Archives

ଫାଇନାଲରେ ଚମ୍ପିୟାନ ହେଲା ଲୁଂଘୁରି ମା’ ଚାମୁଣ୍ଡା କ୍ରିକେଟ ଟିମ : ଚି଼ଙ୍କା ମେମୋରିଆଲ ହାଙ୍ଗାମା କ୍ରିକେଟ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ମିନି ଷ୍ଟାଡ଼ିଉମରେ ଚାଲିଥିବା ଚିଲିକା ରାଣୀ କ୍ରିକେଟ କ୍ଲବ ରମ୍ଭା ଆନୁକୂଲ୍ୟରେ ଚି଼ଙ୍କା ମେମୋରିଆଲ ହାଙ୍ଗାମା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚ୍ରେ ରମ୍ଭା ଟଚ ଜିତି ପ୍ରଥମେ ଫିଲଡିଂ ନିଷ୍ପତି
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ । ପ୍ରଥମେ
Read More...

ମାୟାବତୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ମୃଗତୃଷ୍ଣା ପାଲଟି ନଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚାଷୀ ମାନଙ୍କ ମୁଖ୍ୟ ସମସ୍ୟା ଠିକ୍ ସମୟରେ ଚାଷ କାମ ପାଇଁ ପାଣିର ଆବଶ୍ୟକ ରହିଥାଏ । ବେଳେବେଳେ ବର୍ଷା ଅଭାବରେ ଚାଷ କାମ ବ୍ୟାହତ ସୃଷ୍ଟି କରିବା ସମସ୍ୟାକୁ ଦୂର କରିବା ପାଇଁ ସରକାର
Read More...

ବିଧାୟକଙ୍କ ଦ୍ୱାରା କମ୍ୟୁନିଟି ସେଂଟର ଉଦଘାଟନ ଓ ଆଦର୍ଶ ଶବଦାହ କେନ୍ଦ୍ରର ଶିଳାନ୍ୟାସ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପବିତ୍ର ରଥଯାତ୍ରା ସୋମବାର ଦିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଯାଇଛି । ସହରର ଆଶ୍ରମପଡାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ ବିଧାୟକ ପାଣ୍ଢିରୁ ନିର୍ମିତ
Read More...

ବନ ମହୋତ୍ସବ ଓ ‘ଝକେର’ କବିତା ଆସର ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ ପାଟଣାଗଡ ବଂଜାରିସ୍ଥିତ ଗୋଶାଲା ଠାରେ ବନ ମହୋତ୍ସବ ଓ କୋସଲି କବିତା ଆସର "ଝକେର" ଆୟୋଜିତ ହୋଇଯାଇଛି । ଭକ୍ତବନ୍ଧୁ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେସନାଲ କଲେଜ ନୂଆପଡାର ପ୍ରାଧ୍ୟାପକ
Read More...

ରଥଯାତ୍ରା ଅବସରରେ ମାଙ୍କଡଙ୍କୁ ଖାଦ୍ୟ ଯୋଗାଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ହରିଶଙ୍କରଠାରେ ଥିବା ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଇଥିଲା । କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ହରିଶଙ୍କରଠାରେ ଥିବା ମନ୍ଦିରକୁ ବନ୍ଦ କରିଦିଆଯାଇଛି ଯାହାଫଳରେ ଭକ୍ତମାନେ ଦର୍ଶନ ପାଇଁ
Read More...

ବେନିୟମ ଭାବେ ବାଲି ଚାଲାଣ : ୫୦ ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଆଜି ସୋନପୁର ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ଟି ଟ୍ରାକ୍ଟରକୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୬ଟି ଟ୍ରାକ୍ଟରରୁ ୫୦,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ
Read More...

ରଥଯାତ୍ରା ଉପଲକ୍ଷେ ମାରୱାଡି ମହିଳା ସମିତି ତରଫରୁ ଆଦୃତ ଅନୁଷ୍ଠାନରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ରୋଡ ସ୍ଥିତ ଆଦୃତ ଶିଶୁ ସଦନ ଠାରେ ମାରୱାଡି ମହିଳା ସମିତି ତରଫରୁ ରଥଯାତ୍ର ଉପଲକ୍ଷେ ଅନ୍ତେବାସୀ ଶିଶୁମାନଙ୍କୁ ମିଷ୍ଟାନ୍ନ ତଥା ଦୈନନ୍ଦିନ ଆବଶ୍ୟକ ଥିବା ସମଗ୍ରୀ ପ୍ରଦାନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲିଟିର
Read More...

ନିଜ ଅନୁଭୂତିରୁ ରମ୍ୟ ରଚନା : ପୁରୀ ରଥଯାତ୍ରା, ମୋବାଇଲ ଚୋରି ଓ କୁମ୍ଭାରପଡ଼ା ଥାନା

ମୀନକେତନ ବାରଲେବଡ଼ିଆ ଗାଁ ଠାକୁରାଣୀଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଥିବା ସତ୍ୱେ ପୁଲା ଦିନୁ ନିଜକୁ ନିଜେ ନାସ୍ତିକ ମନେ କରୁଥିଲି । ମନ୍ଦିର ଓ ଠାକୁର ପ୍ରତି ବିମୁଖ ଥିଲା ମୋ' ମନ । କିନ୍ତୁ ମୋର ଯେତେବେଳେ ହୃଦ୍‌ବୋଧ ହେଲା ଯେ ସଂସାର ସାରା ଆମ ଚତୁଃପାଶ୍ୱର୍ରେ ଆତଯାତ କରୁଥିବା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ.୧୫, ୱାର୍ଡ ନଂ.୨୦, ୱାର୍ଡ ନଂ. ୨୧ ଏବଂ ୱାର୍ଡ ନଂ.୭ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୨ର ୨ ଜଣ କରୋନା
Read More...
error: Content is protected !!