Daily Archives

ବୃକ୍ଷ ରୋପଣ କରି ନିଜ ଜନ୍ମ ଦିନ ପାଳନ କଲେ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ହଜାର ହଜାର ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ହେଲେ ନିଜ ଜନ୍ମ ଦିନକୁ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସବିତା । ତେବେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ
Read More...

ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ପ୍ରାଣହାନୀ, ଅଭିଯୋଗ ଆଣିଲେ ପରିବାର ଲୋକେ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ମୃତ ବ୍ୟକ୍ତି ଜଣଙ୍କ ନାମ ଦୀର୍ଜୁ ଭୋଇ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଇଁନ୍ତଲା ବ୍ଳକ ଘୁନସର
Read More...

ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ରବିଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡା ନିବାସୀ ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ତଥା ଜଣାଶୁଣା ଫୁଟବଲ ଖେଳାଳୀ ରବିଚନ୍ଦ୍ର ପଟ୍ଟନାୟକ (୭୦)ଙ୍କ ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ପରଲୋକ ଘଟିଛି । ଶୁକ୍ରବାର ତାଙ୍କର ହୃତ୍‌ଘାତ ହେବା ପରେ ତାଙ୍କୁ ସ୍ଥାନୀୟ ଭୀମଭୋଇ
Read More...

ଲୋଇସିଂହା ଓ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ଆଗଲପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ବ୍ୟାସଦେବ ରାୟ, ଆରୁଣୀ
Read More...

ଛତ୍ରପୁର ବ୍ଲକ ଜିପିଇଓଙ୍କ ପରଲୋକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର କାର୍ଯ୍ୟରତ ଜିପିଇଓ ସହଦେବ ମହାରଣାଙ୍କ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଖଜୁରିଆ ଗ୍ରାମସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା
Read More...

ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଫାଟ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଜେପି ଦଳର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ ନେଇ ଚର୍ଚ୍ଚା । ତେବେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଗୁଡ଼ଭେଲା ବ୍ଳକ କାର୍ୟ୍ୟଳୟକୁ ବିଜେପି
Read More...

ସୋହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭଟଲି ବିଧାନସଭାର ସୋହେଲା ବ୍ଲକଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ଵାନ କ୍ରମେ ସୋହେଲା ବିଜେପିର ମଣ୍ଡଳ ସଭାପତି ତଥା ସୋହେଲା ସାଂସଦ ପ୍ରତିନିଧି ନୃପରାଜ ନାୟକଙ୍କ
Read More...

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡିଶାକୁ ଅଣଦେଖା : ବଲାଙ୍ଗିର ସିଭିଲ ସୋସାଇଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାରୁ ୫ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିବା ବେଳେ ନବ ଗଠିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କେହି ଜଣେ ହେଲେ ସ୍ଥାନ ପାଇ ନ ଥିବା କ୍ଷୋଭର ବିଷୟ । ତେବେ ଓଡିଶାରୁ ରାଜ୍ୟ ସଭାକୁ ଯାଇଥିବା ଅଶ୍ୱିନୀ
Read More...

ଜିଲ୍ଲାରେ ସମସ୍ତ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି । ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଗାଁର ବୁଲୁ ଧରୁଆ (୪୫) ଅନ୍ୟ ଜାତିର ଉତ୍ତରାବତି କଲେଟଙ୍କୁ ବିବାହ କରି ବେଲଗାଁ ଗାଁରେ ରହୁଥୁଲେ । ତେବେ ଶରୀର ଅସୁସ୍ଥତା ଯୋଗୁଁ ତାଙ୍କ ସ୍ତ୍ରୀ ଉତ୍ତରୀବତି ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ ।
Read More...