Daily Archives

ଅଳିଆ ଗଦାରୁ ଉଦ୍ଧାର ହୋଇଥିବା ମାନସିକ ବିକୃତ ବ୍ୟକ୍ତିଙ୍କ ଥଇଥାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦୀର୍ଘ ଦୁଇମାସ ତଳେ ଅଳିଆ ଗଦାରୁ ଅତ୍ୟନ୍ତ ସଂକଟାପନ୍ନ ଭାବରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲେନ୍ସ ଯୋଗେ ଉଦ୍ଧାର କରି ତାଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ଡାକ୍ତରଖାନାରେ
Read More...

ବଲାଙ୍ଗିର ସିଭିଲ କୋର୍ଟ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୮୪ ଗୋଟି ବିଭିନ୍ନ ମାମଲାର ଫଇସଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରଧୀକରଣ ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଦୌରା ଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ
Read More...

ବଙ୍ଗୋମୁଣ୍ଡା ଜଗନ୍ନାଥ ମନ୍ଦିରକୁ ପାଟବସ୍ତ୍ର ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡାର ଜଗନ୍ନାଥ ମନ୍ଦିରକୁ ଠାକୁରଙ୍କ ପାଇଁ ପାଟବସ୍ତ୍ର ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ ଶ୍ରୀ ସାଲୁଜା
Read More...

କରୋନାରେ ମୃତ୍ୟୁବରଣ କରିଥିବା ପିତାମାତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରାଏମନ ଫାଉଣ୍ଡେସନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାଗ୍ୟର ବିଡମ୍ବନା । କେତେବେଳେ କିଏ କଣ ହେବ କେହି କହି ପାରିବେ ନାହିଁ । କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା'ଙ୍କୁ କରେନା ନେଇଗଲା ଆର ପାରିକି । ବର୍ତ୍ତମାନ ତିନି ଅନାଥଙ୍କ ସବୁ ବୋଝ ବୃଦ୍ଧ ଅଜା ଆଇଙ୍କ
Read More...

ସଇଁନ୍ତଲା ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁନି ସହାୟତା : ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ ହତାଶ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଅନେକ ଅନିୟମିତତା ହେଉଥିବା ଅନେକ ଥର ଅଭିଯୋଗ ହେଉଛି । ମନରେଗା, ଭତ୍ତା ତଥା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ପଦାକୁ ଆସିବା ପରେ ତଦନ୍ତ ସମ୍ମୁଖୀନ ହେଉଛନ୍ତି ବିଭାଗୀୟ ଅଧିକାରୀ । ତେବେ ଭତ୍ତା ପରେ ଏବେ
Read More...

ପର୍ଯ୍ୟଟନ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍ଦ୍ଦା ମନ୍ଦିରକୁ ପର୍ଯ୍ରଟନସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିବେ ବୋଲି
Read More...

ରେଙ୍ଗାଲି ସ୍କୁଲରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ଠାରେ ଇକୋକ୍ଲବ ଓ ରେଙ୍ଗାଲି ଯୁବ ସଙ୍ଘର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ : ୨ଯବାନ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳି ବିନିମୟରେ ୨ଜଣ ଏସଓଜି କମାଣ୍ଡୋ ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର
Read More...

ମନରେଗା ଶ୍ରମିକମାନଙ୍କୁ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ମନରେଗା ଶ୍ରମିକମାନଙ୍କ ପାଇଁ ୩୫୨ କୋଟି ଟଙ୍କା ସ୍ୱତନ୍ତ୍ର କୋଭିଡ୍‌ ସହାୟତା ରାଶି ପ୍ରଦାନ କରିଛନ୍ତି । ଏନେଇ ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି.ଇ.ଓ ସୁଶ୍ରୀ ରୀନା ବେହେରା, ସମ୍ମାନିତ ଅତିଥି ଏ.ବି.ଇ.ଓ ଆରୁଣୀ ମହାନନ୍ଦ, ବ୍ଲକ ବିଜ୍ଞାନ କୋ-ଅଡିନେଟର ତାରାକାନ୍ତ
Read More...
error: Content is protected !!