pakka

ଲୋଇସିଂହା ଓ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ଆଗଲପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ବ୍ୟାସଦେବ ରାୟ, ଆରୁଣୀ ମହାନନ୍ଦ ଏବଂ ଋଷିମତି ତ୍ରିପାଠୀ ଯୋଗ ଦେଇଥିଲେ । ଉଭୟ ବ୍ଲକର ବିଜ୍ଞାନ କୋ-ଅଡିନେଟର ଶିବପ୍ରସାଦ ତ୍ରିପାଠୀ ଓ ତାରାକାନ୍ତ ମିଶ୍ର, ବ୍ଲକ ବିଜ୍ଞାନ କନଭେନର ବାଳକୃଷ୍ଣ ମହାନନ୍ଦ ତଥା ବିଚାରକ ଭାବେ ଆନନ୍ଦ ବଡ଼ପଣ୍ଡା, ଆଦିତ୍ୟ ବଡ଼ପଣ୍ଡା, ଶିବ ପ୍ରସାଦ ତ୍ରିପାଠୀ ଓ ରାଜକୁମାର ଭୋଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ରୋଷନ ସିଂ, ସୂର୍ଯ୍ୟକାନ୍ତ ବେହେରା, ହେମୟନ୍ତି ସିଂ ଦଣ୍ଡକାର, ଦିଲିପ ସିଂ ବାବୁ, ଜନ୍ମେଜୟ ଛନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

17 − 4 =

error: Content is protected !!