Yearly Archives

2020

ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି…
Read More...

ବଲାଙ୍ଗିର ଜିଲ୍ଲାରେ ୧୨୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୯୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବିବିଏମ୍‌ଚିଏଚ୍‌ରୁ ୬, ସ୍ୱସ୍ତିକ ମାର୍ବଲ୍‌ରୁ ୧, ସାଲେପାଲିରୁ ୧,…
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମାସ୍କ ବଂଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ପରିସରରେ ସହରର ସମସ୍ତ ଜରୁରୀ ଅଭାବୀ ଲୋକଙ୍କୁ ଆଜି ମାସ୍କ ଏବଂ ସାବୁନ ବଂଟନ କରିଛନ୍ତି । ଏହି ଅବସରରେ ସେ କଂଟାବାଂଜି ଏନଏସିର ଜନସାଧାରଣ କରୋନା ଭଳି ମହାମାରି ସଂକ୍ରମଣ ରୋଗରୁ…
Read More...

କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ : ବକେୟା ପାଉଣା ପାଇଁ ହଟହଟା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସମଗ୍ର ପୃଥିବୀକୁ କରୋନା ଗ୍ରାସର ସୂଚନା ପାଇଲା କ୍ଷଣି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତାକୁ ଆଖି ଆଗରେ ରଖି ଓଡିଶାର ପ୍ରାୟତଃ ସମସ୍ତ ସ୍କୁଲମାନଙ୍କରେ ପ୍ରବାସୀ ଓଡିଆ ତଥା କୋଭିଡ-୧୯ରେ ସଂକ୍ରମିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ…
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ବୁଢ଼ୀଆଇ ପୂଜା ସହ ପାଟଖଣ୍ଡା ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରିବା ପରେ ଷୋଳ ପୂଜା…

ଦେଓଗାଁ, (ମନିଷ କୁମାର ସାହୁ) : ପାରଂପାରିକ ରୀତିନୀତି ଅନୁସାରେ ୨୦୨୦ ପାଟଖଣ୍ଡା ଯାତ୍ରାର ବହୁ ପ୍ରତୀକ୍ଷିତ ଷୋଳପୂଜା ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଅଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥୀରେ ଏହି ପୂଜା ଆରମ୍ଭ ହୋଇଥାଏ। ଗୁରୁବାର ସନ୍ଧ୍ୟା‌ ପ୍ରାୟ ୭ଟା ସମୟରେ ଦେଓଗାଁରୁ ତେଲି ସମାଜର…
Read More...

ଶୀଘ୍ର ଆରମ୍ଭ ହେବ ଲୋୟର୍‌ ସୁକ୍‌ତେଲ୍‌ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ବଲାଙ୍ଗିରବାସୀଙ୍କ ଜୀବନ ରେଖା କହିଲେ କିଛି ଭୁଲ ହେବ ନାହିଁ । ବହୁ ଆନ୍ଦୋଳନ ପରେ ଗତକାଲି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ୩ ଜଣିଆ ଟିମ ଭୁବନେଶ୍ୱରରୁ ଆସି ବଲାଙ୍ଗିର ସର୍କିଟ ହାଉସ୍ ଠାରେ…
Read More...

କୋଟି କୋଟି ଟଙ୍କାର ସରକାରୀ କୋଠା ପାଲଟିଛି ଏବେ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ରହିବା ପାଇଁ ବାସଗୃହ ସରକାର ପାଞ୍ଚ କି ଦଶ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଠିକାଦାରମାନଙ୍କ ଦ୍ୱାରା କାମକଲେ । କିନ୍ତୁ କାମ ସରିଗଲା ପରେ କାମରେ ଲାଗୁନାହିଁ ଏହି ସରକାରୀ କୋଠା ।…
Read More...

ସଇଁନ୍ତଲା ଅଞ୍ଚଳରେ ହୁ ହୁ ହୋଇ କରୋନା ବୃଦ୍ଧି : ପ୍ରଶାସନ ଚୁପ୍ ଅଭିଯୋଗ

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ସଇଁନ୍ତଲା ଅଞ୍ଚଳରେ ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ପ୍ରସାଶନ ତରଫରୁ କୈାଣସି ପଦକ୍ଷେପ କିମ୍ବା ଜନସାଧାରଣଙ୍କ ଅବଗତି ନିମନ୍ତେ କୈାଣସି ପଦକ୍ଷେପ ଗ୍ରହଣ ନ କରାଯାଉଥିବାରୁ ସଇଁନ୍ତଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ସୂଚନା…
Read More...

ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କାହାକୁ ମାନୁନି । କୌଣସି ପ୍ରତିବନ୍ଧକକୁ ବି ଖାତିର କରୁନି ସଂକ୍ରମଣ । ଆହୁରି ଆହୁରି ବଢ଼ି ଚାଲିଛି ରାଜ୍ୟରେ । ମନ୍ତ୍ରୀ, ବିଧାୟକ, ସାଂସଦ କେହି ଏଥିରୁ ବାଦ୍‌ ପଡ଼ୁନାହାନ୍ତି । ଆଜି ମହିଳା ଓ…
Read More...

ଏଲ୍‌ଏସି.ରେ ଚୀନ୍‌ର ବଦ୍‌ମାସୀ କମୁନି : ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ମସ୍କୋରେ ଭାରତ ଏବ ଚୀନ୍‌ର ବିଦେଶ ମନ୍ତ୍ରୀଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏକତରଫା ଭାବେ ଚୀନ୍‌ ଭାରତ ସହିତ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚୀନ୍‌ ସେନା ପେଗୋଙ୍ଗ ଇଲାକାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏଲ୍‌ଏସି.ରେ ଚୀନ୍‌ର…
Read More...