ls

ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

2020

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କାହାକୁ ମାନୁନି । କୌଣସି ପ୍ରତିବନ୍ଧକକୁ ବି ଖାତିର କରୁନି ସଂକ୍ରମଣ । ଆହୁରି ଆହୁରି ବଢ଼ି ଚାଲିଛି ରାଜ୍ୟରେ । ମନ୍ତ୍ରୀ, ବିଧାୟକ, ସାଂସଦ କେହି ଏଥିରୁ ବାଦ୍‌ ପଡ଼ୁନାହାନ୍ତି । ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରେନା ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । କରୋନାରେ ଆକ୍ରାନ୍ତ ହୋଇଥିବା ବିଷୟରେ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ଓ ସେ ହୋମ ଆଇସୋଲେସନରେ ରହିଥିବା କଥା ମଧ୍ୟ ସେ ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଆଶବ୍ୟକ ହେଲେ କରୋନା ଟେଷ୍ଟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.