Yearly Archives

2020

କଙ୍ଗନାଙ୍କ ଡ୍ରଗ୍ସ କେସ୍‌ ତଦନ୍ତ କରିବ ମୁମ୍ବାଇ ପୁଲିସ

ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍‌ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍‌ ଚିଠି…
Read More...

ଦେଶରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ୯୬,୫୫୧ ଆକ୍ରାନ୍ତ, ୧୨୦୯ ମୃତ

ନୂଆଦିଲ୍ଲୀ : ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଠିକ୍‌ ଠଉରେଇ ହେଉଛି, ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ୯୬,୫୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୯ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତିଦିନ କରୋନା ଏବେ ନୂଆ ରେକଡର଼୍ ସୃଷ୍ଟି କରି…
Read More...

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ• ଦେଶର ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା• ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ଆଣିବ ନୂଆ ମାପଦଣ୍ଡ•…
Read More...

ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୯୯୬ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା…
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

● ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବନୂଆଦିଲ୍ଲୀ, (ପିଆଇବି) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର…
Read More...

ସମଗ୍ର ଆଗଲପୁର ଅଞ୍ଚଳରେ ପୁଅ ଜିଉଁତିଆ

ଆଗଲପୁର, (ଦେବାଶିଷ ପଧାନ) : ପୁଅ ମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ଭକ୍ତିଭାବ ରଖି ପୁଅ ଜିଉଁତିଆ ପର୍ବ ପାଳନ କରିଥିଲେ । ଗତକାଲି ଖାଦ୍ୟ ଗ୍ରହଣ ନକରି ନିର୍ଜଳା ଉପବାସ ରହି ସମଗ୍ର ଆଗଲପୁର ରିନବଚନ, ସାଲେଭଟା, ଡୁଡୁକାରେ ପର୍ବ ପାଳନ ପାଇଁ ଥାଳିରେ ଅରୁଆ ଚାଉଳ ଦୁବ ବେଳପତ୍ର…
Read More...

ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ପରଲୋକ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଲା ଗ୍ରାମ ନିବାସୀ ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଉତ୍ତରା ନାଏକ, ଭାଇ ରଘୁରାଜ, ଚିତ୍ତ ରଂଜନ, ରଘୁମଣୀ, ଭାଇ ବୋହୁ, ଚାରି ଝିଅ ପୁତ୍ର…
Read More...

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ଅଭିଯୋଗ : ସମ୍ବେଦନହୀନ ବରଗଡ଼ ଜିଲ୍ଲା ପ୍ରଶାସନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରି, ଜିଲ୍ଲା ପରିଷଦ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇ, ଅମ୍ବାଭୋନା, ବରଗଡ । ଜଣେ ଛାତ୍ରବତ୍ସଳ ପ୍ରଖ୍ୟାତ ଶିକ୍ଷକ ସାଙ୍ଗକୁ ଅନେକ କଳା ପ୍ରତିଭାର ଅଧିକାରୀ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରିଙ୍କ ହଠାତ୍ ୨୦…
Read More...

୬ ମାସ ହେଲା ବେପାର ବନ୍ଦ : ପରୀକ୍ଷା ହେଉନି, ହେଉଛି ଖାଲି ରିଆଡମିସନ୍ ଓ ଫର୍ମ ଫିଲପ୍ : ଛାତ୍ରଛାତ୍ରୀଙ୍କ ମୁଣ୍ଡରେ…

ଦେଓଗାଁ, (ମନିଷ କୁମାର ସାହୁ) : କରୋନା ପାଇଁ ୫ ମାସରୁ ଅଧିକ ହେଲା ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା । ଜୀବିକା ହରାଇ ଦି' ମୁଠା ଦାନା ପାଇଁ ଲୋକେ ପୁଣି ଦାଦନ ମୁହାଁ ହେଉଛନ୍ତି । କିନ୍ତୁ ଦେଓଗାଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଘର ପିଲାମାନଙ୍କ ଉଚ୍ଚ ଶିକ୍ଷିତ ହେବାର ଆଶା ମଉଳି…
Read More...

ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ ହୋଇଯାଇଛି । ସନ୍ତାନ ସନ୍ତତିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ହୋଇ ଆସୁଥିବା ଓଷାକୁ ପାରମ୍ପାରିକ ରୀତି ନୀତି ସହ ବ୍ରତଧାରୀ ମା'ମାନେ ଏଇ ସଂଧ୍ୟାରେ ଦ୍ବିତୀବାହାନଙ୍କ ପୂଜାର୍ଚ୍ଚନା…
Read More...