Yearly Archives

2020

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ଅଭିଯୋଗ : ସମ୍ବେଦନହୀନ ବରଗଡ଼ ଜିଲ୍ଲା ପ୍ରଶାସନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରି, ଜିଲ୍ଲା ପରିଷଦ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇ, ଅମ୍ବାଭୋନା, ବରଗଡ । ଜଣେ ଛାତ୍ରବତ୍ସଳ ପ୍ରଖ୍ୟାତ ଶିକ୍ଷକ ସାଙ୍ଗକୁ ଅନେକ କଳା ପ୍ରତିଭାର ଅଧିକାରୀ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରିଙ୍କ ହଠାତ୍ ୨୦
Read More...

୬ ମାସ ହେଲା ବେପାର ବନ୍ଦ : ପରୀକ୍ଷା ହେଉନି, ହେଉଛି ଖାଲି ରିଆଡମିସନ୍ ଓ ଫର୍ମ ଫିଲପ୍ : ଛାତ୍ରଛାତ୍ରୀଙ୍କ ମୁଣ୍ଡରେ…

ଦେଓଗାଁ, (ମନିଷ କୁମାର ସାହୁ) : କରୋନା ପାଇଁ ୫ ମାସରୁ ଅଧିକ ହେଲା ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା । ଜୀବିକା ହରାଇ ଦି' ମୁଠା ଦାନା ପାଇଁ ଲୋକେ ପୁଣି ଦାଦନ ମୁହାଁ ହେଉଛନ୍ତି । କିନ୍ତୁ ଦେଓଗାଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଘର ପିଲାମାନଙ୍କ ଉଚ୍ଚ ଶିକ୍ଷିତ ହେବାର ଆଶା ମଉଳି
Read More...

ସମ୍ବଲପୁରରେ କରୋନା ସ୍ଥିତି ଭୟାବହ

ସମ୍ବଲପୁର, (ଦାମୋଦର ପଣ୍ଡା) : ଗତ ଏକ ସପ୍ତାହେ ହେଲା ପ୍ରତ୍ୟହ ସମ୍ବଲପୁର କୋଭିଡ଼୍‌ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଶୁକ୍ରବାର ଜଣେ ହୋମିଓପାଥିକ ଡାକ୍ତରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ କୁହା ଯାଉଥିଲେ ମଧ୍ୟ ବେସରକାରୀ
Read More...

ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ ହୋଇଯାଇଛି । ସନ୍ତାନ ସନ୍ତତିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ହୋଇ ଆସୁଥିବା ଓଷାକୁ ପାରମ୍ପାରିକ ରୀତି ନୀତି ସହ ବ୍ରତଧାରୀ ମା'ମାନେ ଏଇ ସଂଧ୍ୟାରେ ଦ୍ବିତୀବାହାନଙ୍କ ପୂଜାର୍ଚ୍ଚନା
Read More...

ଟିଟିଲାଗଡରେ କୋରୋନା ବିସ୍ଫୋରଣ

ଟିଟିଲାଗଡ଼, (ଗୌରବ ଦରଜୀ) : ଦିନକୁ ଦିନ ଟିଟିଲାଗଡରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ଟିଟିଲାଗଡରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଉ ନଥିବା ଯୋଗୁଁ ରାସ୍ତା, ଦୋକାନ ବଜାର ଆଦି ବହୁଳ ପରିମାଣରେ ଭିଡ଼ ରହୁଛି। ଲୋକେ ମାସ୍କ ମଧ୍ୟ ବ୍ୟବହାର
Read More...

ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । ତଥାପି ପଶ୍ଚିମ ଓଡିଶାର ମହିଳାମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି । ପୁଅ ଝିଅର
Read More...

ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ ହୋଇଯାଇଛି । କୋଭିଡ଼ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିବା ଏହି ପୁଅ ଜିଉଁନ୍ତିଆ ପର୍ବରେ ଆଖପାଖର ମା’ମାନେ ସାମିଲ୍‌ ହୋଇଥିଲେ ଓ ପୁଅମାନଙ୍କ ମଙ୍ଗଳ କାମନା କରିଥିଲେ । କରୋନା ମହାମାରୀ ମାନବ ସମାଜରୁ
Read More...

ଭୁତିଆରବାହାଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନିଷ କୁମାର ସାହୁ) : ଆତ୍ମନିର୍ଭରଶୀଳ ପ୍ରତିଷ୍ଠାନ ତରଫରୁ ବଲାଙ୍ଗୀର ସଦର ବ୍ଲକ୍ ଭୂତିଆରବାହାଲ୍ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲା, ଭୁତିଆରବାହାଲ୍, ନୁନିଆଢ଼ିପା, ନାରାୟଣପୁର ଗାଁର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଗତ ୫ ତାରିଖରୁ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ୧୦ ଦିନ
Read More...

ସଇଁନ୍ତଳା ଅଞ୍ଚଳରେ ପୁଅ ଜିଉଁନ୍ତିଆ ପର୍ବ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପୁଅମାନଙ୍କ ମଙ୍ଗଳ କାମନା କରି ଆଜି ସଇଁନ୍ତଲା ଅଞ୍ଚଳରେ ସାମାଜିକ ଦୁରତା ରକ୍ଷା କରି ସମସ୍ତ ମା' ମାନେ ନିଜ ନିଜ ବାସଭବନରେ ପୁଜା ବିଧି କରିଥିବା ବେଳେ ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ ହୋଇଥିଲା । ଉକ୍ତ ପୂଜାରେ ଅନ୍ୟ ବର୍ଷ ଏକ ସ୍ଥାନରେ
Read More...

ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣାର ସମସ୍ତ ନିୟମକୁ ପାଳନ କରି ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ ଯୋଜନାର ଦଶମ ଲକି ଡ୍ର ଉଠାଣ ବିଜେତା ହେଉଛନ୍ତି ପାଟଣାଗଡ ଶୁଭେନ୍ଦୁ ସେଠ ।
Read More...