ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ ହୋଇଯାଇଛି । କୋଭିଡ଼ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିବା ଏହି ପୁଅ ଜିଉଁନ୍ତିଆ ପର୍ବରେ ଆଖପାଖର ମା’ମାନେ ସାମିଲ୍‌ ହୋଇଥିଲେ ଓ ପୁଅମାନଙ୍କ ମଙ୍ଗଳ କାମନା କରିଥିଲେ । କରୋନା ମହାମାରୀ ମାନବ ସମାଜରୁ ଯଥାଶୀଘ୍ର ଓହରି ଯାଉ ବୋଲି ମଧ୍ୟ ସେମାନେ ମା’ଙ୍କଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.