Yearly Archives

2020

ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ : ଦିଲ୍ଲୀ ଡାକ୍ତରଖାନାରେ ହୃଦ୍‌ଘାତରେ ପରଲୋକ

ନୂଆଦିଲ୍ଲୀ : ବେଶ୍‌ ଜଣାଶୁଣା ଆର୍ଯ୍ୟ ସମାଜର ନେତା ସ୍ୱାମୀ ଅଗ୍ନିବେଶଙ୍କ ଆଜି ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଲିଭର୍‌ ସିରୋସିସ୍‌ରେ ପୀଡ଼ିତ ଥିଲେ ଏବଂ ଗଂଭୀର ଭାବରେ ରୋଗାଗ୍ରସ୍ତ ଥିଲେ । ମଲ୍‌ଟିପଲ୍‌ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ପରଲୋକ ହୋଇଥିବା…
Read More...

କିସ୍ କରୋନା ହସ୍ପିଟାଲରେ ଆହୁରି ୧୦ ଆଇସିୟୁ ବେଡ୍ ବୃଦ୍ଧି କରାଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଜନସଂଖ୍ୟା ଦୃଷ୍ଟିରୁ କରୋନା ସଂକ୍ରମଣ ବହୁତ ଅଧିକ । ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ତୁଳନା କଲେ ବଲାଙ୍ଗିରର ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢୁଛି । ଏଠାକାର ସଂକ୍ରମିତ ତଥା ସଂଗୀନ ଅବସ୍ଥାରେ ଥିବା ରୋଗୀ ଆଇସିୟୁ ବେଡ୍ ଅଭାବରୁ ବହୁ ଅସୁବିଧାରେ…
Read More...

ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନ(୪୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଧାନ ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ ତଥା ସମାଜ ସେବୀ ସଂସ୍ଥା ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ…
Read More...

ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି…
Read More...

ଉମା ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗର ସମୀକ୍ଷା କଲେ ବିଡିଓ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରି ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର…
Read More...

ମୁଖ୍ୟ ଶାସନ ସଚିବଙ୍କ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ କରିଛନ୍ତି । ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟସବୁ କୋଭିଡ଼୍‌ ହସ୍‌ପିଟାଲ୍‌ ବୁଲି…
Read More...

ସେପ୍ଟେମ୍ବର ୧୪ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ…
Read More...

ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ…
Read More...

ଅସହାୟ ଦୁର୍ଗାଙ୍କୁ ସହାୟ ହେଲେ ମାହେଶ୍ୱରୀ ଗ୍ରୁପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ଗ୍ରୁପ ବିଭିନ୍ନ ସମାଜିକ ସହାୟତା ପାଇ ଅଂଚଳରେ ବେଶ ଜଣଶୁଣା । ଆଜି କୌଣସି ସୁତ୍ରରୁ ଖବର ପାଇ ସମସ୍ତେ ପହଞ୍ଚିଥିଲେ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟ ସାମନାକୁ । ସେଠାରେ ପହଞ୍ଚି ଖବର ପାଇଲେ ଯେ,…
Read More...

ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର…
Read More...