ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ : ଦିଲ୍ଲୀ ଡାକ୍ତରଖାନାରେ ହୃଦ୍‌ଘାତରେ ପରଲୋକ

ନୂଆଦିଲ୍ଲୀ : ବେଶ୍‌ ଜଣାଶୁଣା ଆର୍ଯ୍ୟ ସମାଜର ନେତା ସ୍ୱାମୀ ଅଗ୍ନିବେଶଙ୍କ ଆଜି ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଲିଭର୍‌ ସିରୋସିସ୍‌ରେ ପୀଡ଼ିତ ଥିଲେ ଏବଂ ଗଂଭୀର ଭାବରେ ରୋଗାଗ୍ରସ୍ତ ଥିଲେ । ମଲ୍‌ଟିପଲ୍‌ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ପରଲୋକ ହୋଇଥିବା ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି । ଆଜି ସଂଧ୍ୟା ୬ଟାରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ଡାକ୍ତରମାନେ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ତାଙ୍କ ବଂଚାଇବାରେ । ସଂଧ୍ୟା ୬ଟା ୩୦ରେ ତାଙ୍କ ଦେହାନ୍ତ ହୋଇଯାଇଛି ।

Leave A Reply

Your email address will not be published.