Yearly Archives

2020

ରିୟାଙ୍କ ମୁହଁରୁ ବାହାରିଲା ସତ : ଥାଇଲାଣ୍ଡ ଟ୍ରିପ୍‌ରେ ସାରା ବି ଯାଇଥିଲେ

ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତୀଙ୍କ ମୁହଁରୁ ସତ ବାହାରିଥିବା ବେଳେ ଡ୍ରଗ୍ସ ମାମଲାରେ ଯାହାଙ୍କ ନାଁ ନେଇଛନ୍ତି ସେ ହେଲେ ସାରା ଅଲି ଖାନ । ଯାହାଙ୍କ ଜନ୍ମଗତ ସଂପର୍କ ରହିଛି ନବାବ ପରିବାର ସହ । ଛୋଟେ ନବାବ ଏବଂ ଅଭିନେତା ସୈଫ୍‌ ଅଲି ଖାନ୍‌ ଏବଂ ଅମୃତା ସିଂହର ଝିଅ । ସାରା ଏବେ ରିୟାଙ୍କ
Read More...

କଂଗ୍ରେସ ପାର୍ଟିରେ ବଡ଼ ଧରଣର ଅଦଳ ବଦଳ

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟିରେ ଗତ କାଲି ବଡ଼ ଧରଣର ଅଦଳ ବଦଳ ହୋଇଛି । ତେବେ ୨୩ ଜଣ ନେତାଙ୍କ ଚିଠି ପରେ କଂଗ୍ରେସ ମଧ୍ୟରେ ଯେଉଁ ପରିବର୍ତ୍ତନର ଅନୁଭବ କରାଯାଉଥିଲା, ଗତକାଲି ସଂଧ୍ୟାରେ ସେ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନେକ ଦିଗରୁ ବିଚାର
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୭୭୭ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୧୯୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୮୬
Read More...

ମା’ କୁଶଙ୍ଗାଇ ଶକ୍ତିପୀଠରେ ଷୋଳ ପୂଜା ଆରମ୍ଭ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ନିକଟସ୍ଥ କୁସଙ୍ଗ ଗାଁର ପ୍ରସିଦ୍ଧ ମା' କୁଶଙ୍ଗାଇଙ୍କ ଶକ୍ତିପୀଠରେ ଷୋଳ ପୂଜା ଆରମ୍ଭ ହୋଇଯାଇଛି । ଗତ ୧୦ ତାରିଖ ଗୁରୁବାର ଦିନ ମୂଳାଷ୍ଟମୀ, ଶାରଦୀୟ ଷୋଡ଼ଶ ପୂଜା ଆରମ୍ଭ, ଖଣ୍ଡାଧୁଆ ଏବଂ ଖଣ୍ଡାବସା ପର୍ବ ରୀତିନୀତି ଅନୁସାରେ ଆରମ୍ଭ ହୋଇଯାଇଛି
Read More...

ଦେଶରେ ବିସ୍ଫୋରକ ସ୍ଥିତି : ଗତ ୨୪ ଘଂଟାରେ ୯୭,୫୭୦ ନୂଆ ଆକ୍ରାନ୍ତ, ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି କରୋନା ସଂକ୍ରମଣର । ସବୁକିଛି ଅନ୍‌ଲକ୍‌ ପରେ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । କ୍ଷୀପ୍ରବେଗରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୭,୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ
Read More...

ଟ୍ରାନ୍ସଫର୍ମର୍ ସ୍ଥାନାନ୍ତରିତ କରାଯାଉ : ବିପଦଶଙ୍କୁଳ ଅବସ୍ଥାରେ ଗ୍ରାମବାସୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁଢ଼େରଖେର ଗ୍ରାମ ମଧ୍ୟରେ ୧୧କେଭି ତାର ଟଣାଯାଇଛି । ଯାହାଦ୍ୱାରା ଲୋକଙ୍କ ଜୀବନ ବିପଦରେ ଅଛି । ସୂଚନା ଅନୁଯାୟୀ ଗାଁରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମର, ସେଠାକୁ ସଂଯୋଗ କରୁଥିବା ତାର ଗାଁ ମଧ୍ୟ ଦେଇ
Read More...

କାମରେ ଲାଗୁନି ବୃହତ ଉଠା ଜଳ ସେଚନ ପ୍ରକଳ୍ପ : ଚାଷୀ ମହଲରେ ଅସନ୍ତୋଷ, ଆନ୍ଦୋଳନ ପାଇଁ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଶିଶକେଲା, କୁସମାଲ, ଭୁସ୍‌କିମାଲ ସ୍ଥାନରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମରୁଡି ଦାଉରୁ ଫସଲକୁ ରକ୍ଷା କରିବା। ହେଲେ ମହତ ଉଦେଶ୍ୟ ଓ
Read More...

ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ
Read More...

ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ । ଏହି
Read More...

ଚକ ଫାଟି ରାସ୍ତା ଉପରେ ଓଲଟିଲା ଔଷଧ ବୋଝେଇ ଟ୍ରକ

ବୌଦ୍ଧ,(ବଂଶୀଧର ମାଝୀ): ଆଜି ସକାଳ ପ୍ରାୟ ଘ. ୬.୪୫ ମି. ସମୟରେ ଜାତୀୟ ରାଜପଥ ନଂ.୫୭ର ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଔଷଧ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଔଷଧ ବୋଝେଇ କରି ବଲାଙ୍ଗୀର
Read More...