Yearly Archives

2020

ଗୋଇମୁଣ୍ଡରେ ୪୪ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା,(ଅଶୋକ କୁମାର ଭୋଇ) : ମୁରିିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିିମନ୍ତେ ଏକ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ ଗଠନ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣାକୁ ଆଖିରେ ରଖି ୪୩ ବର୍ଷର ପରମ୍ପରାକୁ ବଜାୟ ରଖି
Read More...

ପୁଣି ଫେରିଲେ ହାତୀ : ୧୪ଟି ହାତୀ ନଷ୍ଟ କଲେ ବହୁ ଚାଷୀଙ୍କ ଧାନ ଫସଲ : ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଫେଲ୍ :…

ଦେଓଗାଁ, , (ମନିଷ କୁମାର ସାହୁ) : ପାଣିପାଗ ଦେଖି ଚାଷୀ ତର ତର ହୋଇ ଚାଷ କାମ କରୁଥିବା ବେଳେ ଠିକ୍ ସମୟରେ ଦାଉ ସାଧୁଛନ୍ତି ହାତୀ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ତଥା ଦେଓଗାଁ ବ୍ଲକ୍ ଅନ୍ତର୍ଗତ କିଛି ଗାଁଗୁଡିକରେ ଶୁକ୍ରବାର ରାତିରେ ୧୪ଟି ହାତୀ ଥିବା ଏକ ବଡ଼ ଦଳ
Read More...

ଭଲ ଖବର : ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ କୋଭାକ୍ସିନର ମାଙ୍କଡ଼ ଉପରେ ହୋଇଥିବା ଟେଷ୍ଟ୍‌ ରିପୋର୍ଟ ଆସିଲା : ଆଶା…

ନୂଆଦିଲ୍ଲୀ : ଭାରତୀୟ କଂପାନୀ ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ୍‌ କୋଭାକ୍ସିନ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏହି ଭେକ୍‌ସିନ୍‌କୁ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣର ରିପୋର୍ଟ ଆସି ଯାଇଥିବା ଖବର ମିଳିଛି । ତେବେ ସାମୁହିକ ଭାବରେ ଭେକ୍‌ସିନ୍‌ରେ କରୋନା ଭାଇରସ୍‌
Read More...

ବଲାଙ୍ଗିରରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋର୍ଟ ପରିସରରେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ଅଧ୍ୟକ୍ଷତାରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଲାଲଟେନ୍ଦୁ ଜେନା, ସରୋଜ କୁମାର ଦାଶ(ବିଚାରକ),
Read More...

ବରଗଡ ଜିଲ୍ଲା ଓଡିଶା ଅବିଭାବକ ମହାସଙ୍ଘ ତରଫରୁ ସାଧାରଣ ବୈଠକ

ବରଗଡ଼, (ଗୋପୀନାଥ ସାହୁ) : ଆଜି ପୂର୍ବାହ୍ନରେ ଓଡିଶା ଅଭିଭାବକ ମହାସଙ୍ଘ ବରଗଡ ଜିଲ୍ଲା ତରଫରୁ ଏକ ସାଧାରଣ ବୈଠକ ଆଇନଜୀବୀ ବିମଳ ଦାସଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ନ୍ୟାୟପାଳିକା ସମ୍ମୁଖରେ ବସିଥିଲା । ଏହି ବୈଠକରେ ଜିଲ୍ଲାର ଅଭିଭାବକ ମହାସଙ୍ଘ କିପରି ଆଗାମୀ ଦିନରେ ସମସ୍ତ ଅଭିଭାବକଙ୍କ
Read More...

ନିଜ ଦେଶକୁ ଫେରିଲେ ୫ ଭାରତୀୟ : ଛାଡ଼ିଦେଲା ଚୀନ୍‌

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଉପର ସୁବାନ୍‌ସିରୀରେ ବାଟବଣା ହୋଇ ଚୀନ୍‌ର ସୀମାକୁ ଚାଲି ଯାଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଚୀନ୍‌ର ସେନା ସୀମାରେ ଆଜି ଭାରତୀୟ ସୈନକଙ୍କୁ ସଂପୃକ୍ତ ୫ ଜଣଙ୍କୁ ସମର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜଂଗଲକୁ
Read More...

ପୁଣି ଏଫ୍‌ଆଇଆର୍‌ ଦେଲା ଟେକ୍ସି ଚାଳକ ସଂଘ : ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ସମୟରେ ବରଗଡ଼ ସହରରେ ରହୁଥିବା ଜଣେ କଳାକାରଙ୍କ ଗାଡ଼ି ଚୋରି ହେବା ଯେତିକି ଦୁଃଖର ବିଷୟ ତାଠାରୁ ଅଧିକ ସେହି ଚୋରୀ ଗାଡ଼ିର ଅବସ୍ଥାନ ବିଷୟରେ ସୂଚନା ଦେବା ପାଇଁ ଜଣେ ମୋଟା ଅଙ୍କଲ ଅର୍ଥ ଦାବୀ କରିବା ପରିତାପର ବିଷୟ। ଏହାକୁ ନେଇ
Read More...

ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଅଞ୍ଚଳରେ ଚାଷୀ ଗତବର୍ଷର ଫସଲ ବୀମା କରିଥିବା ବେଳେ ତାହାର ପ୍ରାପ୍ୟ ପାଇ ଚାଷୀ କୂଳ ହତାଶ ହୋଇ ପଡ଼ିଛନ୍ତି । ସୂଚନା ଏହି କି ଯେ ଗତ ବର୍ଷ ଅନେକ ଆଶା ଓ ଆକାଂକ୍ଷା ନେଇ ଧାର କରଜ କରି ଧାନ, ଗହମ ଓ ଅନ୍ୟାନ୍ୟ ଚାଷ କରାଯାଇଥିବା ବେଳେ ଉଚିତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୫୧ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ମନୋହରପୁରରୁ ୧, ରାଧାରଣୀପଡ଼ାରୁ ୩, ପେଲେସ ଲାଇନ୍‌ରୁ ୪, ବରପାଲିପଡ଼ାରୁ
Read More...

ଯାତ୍ରା ଜଗତର ବାଦ୍‌ସା’ ଭିକୁ ସେଠ୍‌ ଆଉ ନାହାନ୍ତି

କଟକ : ବରିଷ୍ଠ ଯାତ୍ରା କଳାକାର ତଥା ଯାତ୍ରା ଜଗତର ବାଦ୍‌ସା’ ମହେନ୍ଦ୍ର ଦାସ ଓରଫ୍‌ ଭିକୁ ସେଠ୍‌ ଆଉ ନାହାନ୍ତି । କଟକ ଚୌଦ୍ୱାରରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତି ହୋଇଯାଇଛି । ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ସାରା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା
Read More...