ଶୀଘ୍ର ଆରମ୍ଭ ହେବ ଲୋୟର୍‌ ସୁକ୍‌ତେଲ୍‌ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ବଲାଙ୍ଗିରବାସୀଙ୍କ ଜୀବନ ରେଖା କହିଲେ କିଛି ଭୁଲ ହେବ ନାହିଁ । ବହୁ ଆନ୍ଦୋଳନ ପରେ ଗତକାଲି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ୩ ଜଣିଆ ଟିମ ଭୁବନେଶ୍ୱରରୁ ଆସି ବଲାଙ୍ଗିର ସର୍କିଟ ହାଉସ୍ ଠାରେ ବିସ୍ତାପିତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ ଓ ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପର ଅଟକି ରହିଥିବା କାମ ପୁଣି ଆରମ୍ଭ ପାଇଁ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ୩ ଜଣିଆ ଟିମ୍ ।

Leave A Reply

Your email address will not be published.