ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ବଲାଙ୍ଗିର,(ଦେବାଶିଷ ମିଶ୍ର) - ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ପଂଚାୟତ ଅନ୍ତର୍ଗତ ପାଣ୍ଡେଳ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହେଉଛି । ଗାଁରେ ହୋଇଥିବା ଅନିୟମିତତା ସମ୍ପର୍କରେ ଦୃଷ୍ଟି!-->…
Read More...
Read More...