Yearly Archives

2020

ରୋଗାଗ୍ରସ୍ତ ସ୍ୱାମୀ ସ୍ତ୍ରୀ ପାଉନାହାନ୍ତି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ ଅନ୍ତର୍ଗତ ହିଆଲ ଗ୍ରା.ପ.ର କର୍ଲାବାହାଲି ଗାଁ ବାସିନ୍ଦା ରେଙ୍ଗଟୁ ମାଝି(୬୦) ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ମାଝି(୬୦) ବାତରୋଗରେ ରୋଗାଗ୍ରସ୍ତ ହେବାପରେ ଆଉ କାମ କରି ପାରୁନାହାନ୍ତି । ତେବେ ତାଙ୍କୁ ମୁଠାଏ ଖାଇବାକୁ ମିଳିବା ବି କଷ୍ଟସାଧ୍ୟ
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି,
Read More...

ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି

• କୋଭିଡ ମହାମାରୀ ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ପାଇଁ ହେବ ସହାୟକ ନୂଆଦିଲ୍ଲୀ, (ପିଆଇବି) : ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି
Read More...

ଚାଷୀଙ୍କୁ ବିପୁଳ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଜ୍ଞାପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ ୫୦ ପ୍ରତିଶତ…

• ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍‌ପାତି ଆଦି ଫଳ ତଥା ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା,
Read More...

କରୋନା ସଂକ୍ରମଣ ସ୍ଥିତିରେ ଭାରତର ରେକର୍ଡ : ଦୁଇ ଗୁଣ ହେବାକୁ ପ୍ରାୟ ୭୩ ଦିନ ଲାଗିଲା

• ସକ୍ରିୟ ମାମଲା ଆହୁରି ହ୍ରାସ, ଏବେ ମୋଟ ମାମଲାର ପ୍ରାୟ ୧୧%ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ ସକ୍ରିୟ ମାମଲାର ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଫଳରେ ସଂକ୍ରମଣ ମାମଲା ଦୁଇଗୁଣ ହେବା ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା
Read More...

ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ବିକାଶ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ବିଶେଷ ଭାବରେ ଉନ୍ନତି ମୂଳକ କାର୍ୟ୍ୟ ଦେଖିବାକୁ ମିଳିଛି । କେଉଁଠି ଆମ ଗାଁ ଆମ ବିକାଶ ତ କେଉଁଠି ରାସ୍ତାର କଂକ୍ରିଟ୍ କାମ, ନୂଆ ପଞ୍ଚାୟତ ଭବନ ବୁଡାମାଲ ପଞ୍ଚାୟତର ପ୍ରତ୍ୟେକ ଗାଁରେ
Read More...

ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ ହୋଇଛି । ଏଥିରେ ଏକ୍ସ ଅଫିସିଓ ସଦସ୍ୟ ଭାବରେ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ବିତ୍ତ ବିଭାଗ ସଚିବ, ଡିଏମ୍‌ଇଟି ଓଡ଼ିଶା, ଭୀମସାର୍ ଡିନ୍‌ , ଭିସୁଟ କୁଳପତି ସମେତ ଡ.ଚିତ୍ତରଞ୍ଜନ
Read More...

ରକ୍ଷକ ଯଦି ଭକ୍ଷକ : କେନ୍ଦୁପତ୍ର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଗଛକୁ କାଟି ଦିଆଯାଇଛି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲ । ସଚେତନତା ଅଭାବରୁ ଲୋକେ ଗଛ ସବୁ କାଟି ଦେଉଥିବାରୁ ବଢି ବଢି ଚାଲିଛି ପ୍ରାକୃତିକ ବିପର୍ୟ୍ୟୟ । ଏଣୁ ଲୋକଙ୍କୁ ବ୍ୟାପକ ସଚେତନ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଉଛି ବୃକ୍ଷରୋପଣ । ହେଲେ ରକ୍ଷକ
Read More...

ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ମହୀଧର ରଣା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ପତ୍ର ସଂଖ୍ୟା ୩୩୦୪/ତା୦୯.୧୨.୨୦୧୯ କ୍ରମେ କଣ୍ଟାମାଳ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଁଲାଚୁଆଁର ଇଂରାଜୀ ଶିକ୍ଷକ ଶିବ ସୁନ୍ଦର ରାଉତଙ୍କ କୋରାପୁଟକୁ ବଦଳି ହୋଇଥିଲା । ଏହି ବଦଳି ଆଦେଶକୁ
Read More...

ଆତ୍ମହୂତି ଦେବାକୁ ଆସିଥିବା ଦମ୍ପତ୍ତିଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁଲିସ ଦ୍ୱାରା ନ୍ୟାୟ ନପାଇ ଏକ ଦମ୍ପତ୍ତି ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଦେବାକୁ ଆସିଥିବା ବେଳେ ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା ।
Read More...