୧୯ ଦିନରେ ପହଂଚିଲା ସଂଘର୍ଷ : ଅଜରବେଇଜାନ୍ ରାଷ୍ଟ୍ରପତିଙ୍କ ଆର୍ମିନିଆକୁ ଖୋଲାଖୋଲି ଚେତାବନୀ
ବାକୁ : ନାଙ୍ଗୋନୋ-କାରାବାଖ୍ ଅଂଚଳ ପାଇଁ ଅଜର୍ବେଇଜାନ୍ ଏବଂ ଆର୍ମିନିଆ ମଧ୍ୟରେ ଗତ ୧୯ ଦିନ ହେଲା ଯୁଦ୍ଧ ଚାଲିଛି । ଦିନକୁ ଦିନ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଯୁଦ୍ଧ । ଆଜି କିଛି ସମୟ ପୂର୍ବରୁ ଅଜର୍ବେଇଜାନ୍ ରାଷ୍ଟ୍ରପତି ଇଲ୍ହାମ୍ ଆଲିୟେବ୍ ଟ୍ୱିଟ୍ କରି ଖେଲାଖୋଲି ଭାବେ!-->…
Read More...
Read More...