ପୋଲିସ୍ ଜବତ କଲା ଗୋରୁ ବୋଝେଇ ଭ୍ୟାନ୍
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିିତ ପଲାଶୁଣୀ ଛକରେ ଗୁରୁବାର ୧୮ଟି ଗୋରୁ ବୋଝେଇ ଭ୍ୟାନ୍କୁ ଜବତ କରିଛି ପୋଲିସ୍ । ସୁଚନା ଅନୁସାରେ ବଜରଙ୍ଗ ଦଳ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ମଂଚେଶ୍ୱର ଥାନାକୁ ଖବର ଦେବା ପରେ ପୋଲିସ ସହାୟତାରେ ୧୮ଗୋଟି ଗୋରୁ ବୋଝେଇ ଭ୍ୟାନ୍ ଜବତ ସହ ୨ ଜଣ!-->…
Read More...
Read More...