Yearly Archives

2020

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ବାଇକ୍‌ ମୁହାଁମୁହିିଁ ଧ‌କ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ବସନା ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଆସୁଥିବା ସମୟରେରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରୀତ ଆଡୁ ଆସୁଥିବା ଏକ ସେଣ୍ଟ୍ରୋ କାର୍‌ରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି କ୍ଷ ବାରମ୍ୱାର ୧୦୮କୁ କଲ କଲେ ମଧ୍ୟ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି
Read More...

ବଲାଙ୍ଗିର ଜିଲ୍ଲାରେ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ସଇଁନ୍ତଲା ବ୍ଲକ୍‌ରେ ସର୍ବାଧିକ ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତ ୬୮ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଜି ସଇଁନ୍ତଲା ବ୍ଲକ୍‌ରେ ସର୍ବାଧିକ ୨୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲି ୱାର୍ଡ ନଂ.୧ରୁ ୨ ଏବଂ ୨ରୁ ୧ ଜଣ
Read More...

ଭାରତ ସରକାର ଦ୍ୱାରା ପାକିସ୍ତାନରେ ରହିଥିବା ୧୮ ଅପରାଧୀ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ପାକିସ୍ତାନରେ ରହିଥିବା ପଳାତକ ଆତଙ୍କବାଦୀ କିମ୍ବା ସେମାନଙ୍କ ସହଯୋଗୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏଥିମଧ୍ୟରେ ୧୯୯୩ ମୁମ୍ବାଇ କ୍ରମିକ ବିସ୍ଫୋରଣ, ମୁମ୍ବାଇ ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ, ୨୦୧୬ ପଠାନକୋଟ ଆଇଏଏଫ ବେସ ଆକ୍ରମଣ, ୧୯୯୯ ଆଇସି
Read More...

ପାକିସ୍ତାନର ମଦ୍ରାସାରେ ବୋମା ବିସ୍ଫୋରଣ : ୭ ମୃତ, ୭୦ ଆହତ

ପେଶୱାର : ପାକିସ୍ତାନର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଘଟିଛି । ସେଥିରେ ଅତି କମରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି । ଏହି ଆକ୍ରମଣ ପାକିସ୍ତାନର ଖଇବର-ପଖ୍‌ତୁନ୍‌ଖ୍ୱାହ ପ୍ରଦେଶର ପେଶୱାର ସହରରେ ଘଟିଛି।ଡାକ୍ତରଖାନା ଅଧିକାରୀଙ୍କ ଅନୁଯାୟୀ,
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡରେ ଭାଗୀରଥି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ରାସ୍ତା ଅଂଚଳରେ ବସବାସ କରୁଥିବା ସର୍ବ ସାଧାରଣଙ୍କ ପାଇଁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ୟ୍ୟକ୍ରମ କରାଯାଇଛି । ଏହି ଅବସରରେ
Read More...

ଶାନ୍ତିପଡ଼ାରେ ମା’ ଦୁର୍ଗାଙ୍କ ଭସାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରେନା କଟକଣା ଭିତରେ ରୀତିନୀତି ଅନୁସାରେ ଶାନ୍ତିପଡ଼ାରେ ନବଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିନା ଭକ୍ତରେ ମା’ଙ୍କୁ ପ୍ରଥମେ ଶାନ୍ତିପଡ଼ା ଭିତରେ ବୁଲେଇବା ପରେ ଭସାଣୀ କରାଯାଇଥିବା
Read More...

ଖଲଖଲି ଗ୍ରାମବାସୀଙ୍କ ଦ୍ୱାରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୁମାଭଟା ପଂଚାୟତର ଖଲଖଲି ଗାଁର ବାସିନ୍ଦାମାନେ ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏତେ ସବୁ ଯୋଜନା ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଖଲଖଲି ଗ୍ରାମର ଗୋଟିଏ
Read More...

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବେଆଇନ ମଦ ମାଫିଆ, ଜୁଆ, ସଟ୍ଟା, ଚୋର ଡକାୟତଙ୍କ ବିରୋଧରେ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟା ଦଶମୀରୁ ଶପଥ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲାର ବିଭିନ୍ନ ଥାନାମାନଙ୍କୁ ବେଆଇନ କାର୍ଯ୍ୟକଳାପଗୁଡିକୁ ରୋକ୍‌ ଲଗାଇବା
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ବଡ଼ ଘୋଷଣା : ସହର ମଧ୍ୟରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳକୁ ନିଷେଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ମଧ୍ୟ ଦେଇ ଜାତୀୟ ରାଜପଥ ୫୯ ଯାଇଥିବା ବେଳେ ପ୍ରତିଦିନ ରାସ୍ତା ଭିଡ଼ ଜମୁଛି । ଏହା ସହ ସହରର ମୁଖ୍ୟ ରାସ୍ତା ଗୁଡିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟିଟିଲାଗଡ
Read More...