ବଲାଙ୍ଗିର ଜିଲ୍ଲାରେ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ସଇଁନ୍ତଲା ବ୍ଲକ୍‌ରେ ସର୍ବାଧିକ ୨୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତ ୬୮ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଜି ସଇଁନ୍ତଲା ବ୍ଲକ୍‌ରେ ସର୍ବାଧିକ ୨୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲି ୱାର୍ଡ ନଂ.୧ରୁ ୨ ଏବଂ ୨ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଡୁଡୁକା ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୧, ନଅଗାଁ-ଏ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ମିର୍ଦ୍ଧାପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍‌ସାତୁଲା ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ନୁନ୍‌ହାଡ଼ ଗ୍ରା.ପ.ରୁ ୨, ଗୁଡ଼ଭେଲା ବ୍ଲକ୍‌ ବୀରାମୁଣ୍ଡା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି ୱାର୍ଡ ନଂ.୭ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୧୦ରୁ ୩, ଖପ୍ରାଖୋଲ ବ୍ଲକ୍‌ ଘୁନ୍‌ସର ଗ୍ରା.ପ.ରୁ ୧, ଖପ୍ରାଖୋଲ ଗ୍ରା.ପ.ରୁ ୫, ଲାଠୋର ଗ୍ରା.ପ.ରୁ ୨, ନାନ୍ଦୁପଲା ଗ୍ରା.ପ.ରୁ ୨, ଲୋଇସିଂହା ବ୍ଲକ୍‌ କୁସମେଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଚନାବାହାଲ ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରା.ପ.ରୁ ୧, ଡଙ୍ଗାବାହାଲ ଗ୍ରା.ପ.ରୁ ୧, ଘସିଏନ୍‌ ଗ୍ରା.ପ.ରୁ ୧, ଯୋଗୀମୁଣ୍ଡା ଗ୍ରା.ପ.ରୁ ୬, ଖୁଣ୍ଟ ସମଲେଇ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୪ରୁ ୧, ୨ରୁ ୧, ସଇଁନ୍ତଲା ବ୍ଲକ୍‌ ବିବିନା ଗ୍ରା.ପ.ରୁ ୨, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୩, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ଘୁନ୍‌ସର ଗ୍ରା.ପ.ରୁ ୮, କୁମ୍ଭାରୀ ଗ୍ରା.ପ.ରୁ ୩, ସଇଁନ୍ତଲା ଗ୍ରା.ପ.ରୁ ୨, ଟିଟିଲାଗଡ଼ ମ୍ୟୁନିସିପାଲି ୱାର୍ଡ ନଂ.୯ରୁ ୧, ୧ରୁ ୧, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ୧ ଏବଂ ଗଅଁରେଇ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ୬୫୭ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.