Yearly Archives

2020

କାରରେ ଲାଗିଗଲା ନିଆଁ : ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

କେନ୍ଦୁଝର : ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ଆଜି ଏକ କାରରେ ନିଆଁ ଲାଗିଯାଇଛି । ଉକ୍ତ କାରରେ ତିନି ଜଣ ଯାତ୍ରୀ ରହିଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସର୍ଟ ସାର୍କିଟ
Read More...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମିତ ହୋଇପାର‌ନ୍ତି, ଆଣ୍ଟିବଡି ହେଉଛି ପ୍ରଭାବହୀନ :…

ଲଣ୍ଡନ : କରୋନା ଜୀବାଣୁରୁ ମୁକ୍ତି ପାଇଥିବା ଲୋକମାନେ ପୁନର୍ବାର ଏହି ବିଶ୍ୱ ମହାମାରୀର ଶିକାର ହୋଇପାରନ୍ତି । ବ୍ରିଟିଶ ଅନୁସନ୍ଧାନକାରୀମାନେ ଦାବୀ କରିଛନ୍ତି ଯେ ଆଣ୍ଟିବଡି, ଯାହା କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ତାହା ଶୀଘ୍ର ହ୍ରାସ ପାଉଛି । ଏହି
Read More...

ନୀଳମଣି ମିଶ୍ରଙ୍କ ରଚିତ ଦୁଇ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ସୁଲେଖକ ନୀଳମଣି ମିଶ୍ରଙ୍କ ରଚିତ ଦୁଇ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସୁଲେଖିକା ପ୍ରିୟମ୍ବଦା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରି ‘ଆମ ବଲାଙ୍ଗୀର
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀ ଜଣାଇଲା ଆମ ଆଦମୀ ପାର୍ଟି

ଦେଓଗାଁ, (ଦେବାଶିଷ ମିଶ୍ର) : ସାରା ଦେଶ କରୋନା ମହାମାରୀରେ ଗ୍ରସ୍ତ । ଲକଡାଉନ ସଟଡାଉନ ଯୋଗୁଁ ଜନସାଧାରଣଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଉଚ୍ଚା ଦର ସତ୍ୱେ ବିଦ୍ୟୁତ ଦରକୁ ପୁଣି ଥରେ ବୃଦ୍ଧି କରିଛନ୍ତି ବୋଲି କହିବା ସହ
Read More...

ବିଜେଡ଼ି ତରଫରୁ ଭୁସଲାଡ଼ ପଂଚାୟତ ପଲସାଖଣ୍ଡ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତ୍ତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ପଂଚାୟତ ପଲସାଖଣ୍ଡ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଜିଲ୍ଲାପାଳ କାର୍ୟ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ
Read More...

କୋଭିଡ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ଗାଇସିଲେଟ ଅଞ୍ଚଳର ସୁରେନ୍ଦ୍ର କୁମାର ରାୟ(୪୫) । ମୃତ ସୁରେନ୍ଦ୍ର ନୂଆପଡା ଜିଲ୍ଲା ବେଲଟୁକରି ଉଛ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ୟ୍ୟରତ ଥିଲେ । ଗତ ୧୩
Read More...

ଭାରତର ୫ ରାଜ୍ୟରେ କରୋନା ସଂକ୍ରମଣର ‌ସ୍ଥିତି ବିପଦରେ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚେତାବନୀ

ନୂଆଦି‌ଲ୍ଲୀ : ୟୁରୋପୀୟ ଦେଶମାନଙ୍କରେ କରୋନା ଭାଇରସ୍ ପୁଣି ଥରେ ବିପଦ ସୃଷ୍ଟି କରିଛି । ୟୁରୋପର ଦେଶମାନଙ୍କରେ ହଠାତ୍ କରୋନା ମାମଲାରେ ବୃଦ୍ଧି ଘଟିଛି । କିଛି ସମୟ ପାଇଁ ଚୁପ୍ ରହିଥିଲା, ଅଥଚ ପୁଣି ଏବେ ମୁଣ୍ଡ ଟେକିଛି । ଏ ବିଷୟରେ ସୂଚନା ଦେଇ ନୀତି ଆୟୋଗର ସଦସ୍ୟ ଡା. ଭି.କେ. ପାଲ
Read More...

ଛାଡପତ୍ର ପାଇବା ପାଇଁ ସ୍ୱାମୀଙ୍କ ବ୍ୟକ୍ତିଗତ ଅଂଗ କାଟିବାକୁ ଚାହୁଁଥିଲେ ପ‌ତ୍ନୀ : ସ୍ୱାମୀଙ୍କ ଅଭିଯୋଗ

ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ନିଜ ପତ୍ନୀ ଏବଂ ପ୍ରେମିକଙ୍କ ବିରୋଧରେ ମାଲୱାଡି ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କୁ ଅସମର୍ଥ କରିବାକୁ ଚେଷ୍ଟା କରିଥିଲେ, ଯାହା ଦ୍ୱାରା ସେହି
Read More...

ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା ଅନ୍ତର୍ଗତ ବିରମାଲ ଗ୍ରାମ ଠାରେ ଅଗ୍ରଣୀ ଅନୁଷ୍ଠାନ ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁଙ୍କ ଉପସ୍ଥିତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି
Read More...