Yearly Archives

2020

ବିଦ୍ୟୁତ ବିଭାଗର ଦାଦାଗିରି : ସେବାରୁ ବଞ୍ଚିତ ଲୁହାଖାନବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ବିଦ୍ୟୁତ ସମସ୍ୟା ଦେଖାଯାଇଛି । ସୂଚନା ଅନୁସାରେ ପଦ୍ମପୁର ବିଦ୍ୟୁତ ବିଭାଗ ଲୁହାଖାନ ଗ୍ରାମକୁ ଯାଇ ବିଦ୍ୟୁତ ବିଲ୍ ମାଗିଥିଲେ । ଗାଁର ଲୋକେ ବିଦ୍ୟୁତ ବିଲ ଦେଇଥିଲେ ଓ କିଛିଟା ବ୍ୟକ୍ତି ଲକ୍‌
Read More...

ସୁରକ୍ଷା କର୍ମୀଙ୍କ ଦ୍ୱାରା ଏନ୍‌କାଉଣ୍ଟର

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ବଡଗାମର ଆରିବାଗ ମାଚମା ଅଂଚଳରେ ପହଂଚି ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ୨ ଆତଙ୍କବାଦୀଙ୍କ
Read More...

ଡୁଡୁକିଝରିଆ କପ୍ : ବୁଧାପାଲିକୁ ହରାଇ ଆମ୍ବବାହାଲ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗ୍ରାମର ସନ ରାଇଜର କ୍ରିକେଟ କ୍ଳବର ସରକାରୀ କୋଭିଡ ନିୟମ ଅନୁଯାୟୀ କମ ଦର୍ଶକ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରି ୭ତମ ଡୁଡୁକିଝରିଆ ଫାଇନାଲ ମ୍ୟାଚରେ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଶାରେ ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ। ଏହି ବିଜୟ ସହ ହାଇଦ୍ରାବାଦ ୧୦ ଅଙ୍କ ସଂଗ୍ରହ କରି ୬ଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ଦଳ
Read More...

ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର କାର୍ଯ୍ୟକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଔଷଧ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏବଂ ବ୍ୟବସ୍ଥା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଜନଷୌଧି କେନ୍ଦ୍ର ବର୍ତ୍ତମାନ ଏକ ସବୁଠୁ ବଡ଼ ସୁବିଧା ହିସାବରେ ସରକାରଙ୍କ
Read More...

ପରିବାର ଥାଇ ମଧ୍ୟ ନିଃସନ୍ତାନ ଦର୍ଶାଇ ଜମି ବିକ୍ରି ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ଟ୍ୟାନେରୀ ନିକଟରେ ଏକ ୩୫ ଡିସିମିଲ ଜମିରୁ ୧୫ ଡିସିମିଲ ଜମି ଜଣେ ବ୍ୟକ୍ତି ତିନି ଜନ ବ୍ୟକ୍ତିଙ୍କୁ ବିକ୍ରି କରିଛି । ଏହା ବିରୋଧରେ ଜମିର ପ୍ରକୃତ ମାଲିକର ପୁଅ ଅଭିଯୋଗ ଆଣିଛନ୍ତି । ଟ୍ୟାନେରୀ ନିକଟରେ ବାଘୁଆ ଗଣ୍ଡା ନାମକ ଜଣେ ବ୍ୟକ୍ତି
Read More...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ : ଆହତ ଯୋଗୁଁ ରୋହିତଙ୍କୁ ବିଶ୍ରାମ, ଟେଷ୍ଟରେ ସିରାଜ ଓ ଟି-୨୦ରେ…

ମୁମ୍ବାଇ : ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆହତ ଜନିତ କାରଣ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ବିରାଟ କୋହଲିଙ୍କୁ ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ବ ଦିଆଯାଇଛି। ରୋହିତଙ୍କ
Read More...

ତିନି ମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ

● ୧୧ ସପ୍ତାହ ପରେ ସକ୍ରିୟ ମାମଲା ୬.୨୫ ଲକ୍ଷ ନୂଆଦିଲ୍ଲୀ, (ପିଆଇବି) : ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୦୦ରୁ କମ (୩୬,୪୭୦) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୧୮ରେ ୩୪,୮୮୪
Read More...

କବିତା ଚାଏର୍‌ଟା

ମୂଲ୍‌ ଲେଖା : ମୀରା ପୁର୍‌ୱାର୍‌ଅନୁସୃଜନ୍‌ : ସନାତନ ଠାକୁର । । ସାଗର୍‌ । ।ହୋ ସାଗର୍‌ ଶୁନ'ମାନୁଛେଁ, ତମେ ଚାହେଁଲେପୁର୍‌ଥୀର୍‌ ସବୁ ନଏଦର୍‌ ମିଠାପନ୍‌ କେଶୁଷି ପାର୍‌ବ'ହେଲେ ତମର୍‌ ବୁନ୍ଦେକେ ଯଦିମିଠା କରି ପାର୍‌ତ' ବଏଲେତମର୍‌ ରାକ୍‌ସଂଧି ଗଲି ଯାଏତିଁ । । । ଫୁଟ୍‌ପାଥ୍‌
Read More...

ଶୁକ୍ରୁ ସୁନାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଙ୍ଗୁରିପଡା ନିବାସୀ ଶୁକ୍ରୁ ସୁନାଙ୍କ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ହୃତଘାତରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ଆର୍ଥିକ କ୍ଷେତ୍ରରେ ସ୍ୱଛଳ ନଥିଲେ ବି ଖ୍ରିୀଷ୍ଟିଆନ ସଂପ୍ରଦାୟରେ ସେ ଜଣାଶୁଣା
Read More...