ଶୁକ୍ରୁ ସୁନାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଙ୍ଗୁରିପଡା ନିବାସୀ ଶୁକ୍ରୁ ସୁନାଙ୍କ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ହୃତଘାତରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ଆର୍ଥିକ କ୍ଷେତ୍ରରେ ସ୍ୱଛଳ ନଥିଲେ ବି ଖ୍ରିୀଷ୍ଟିଆନ ସଂପ୍ରଦାୟରେ ସେ ଜଣାଶୁଣା ବ୍ୟକ୍ତି ଥିଲେ । କବର ସ୍ଥାନରେ କବର ଖୋଳିବା ତଥା ବିଭିନ୍ନ କାମରେ ତାଙ୍କୁ ସମସ୍ତେ ଡାକୁଥିଲେ । ତା‌ଙ୍କ ଜୀବନକାଳରେ ସେ ଅଂସଖ୍ୟ କବର ଖୋଳିଥିଲେ । ଶୁକ୍ରୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.