କାରରେ ଲାଗିଗଲା ନିଆଁ : ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

କେନ୍ଦୁଝର : ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ଆଜି ଏକ କାରରେ ନିଆଁ ଲାଗିଯାଇଛି । ଉକ୍ତ କାରରେ ତିନି ଜଣ ଯାତ୍ରୀ ରହିଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସର୍ଟ ସାର୍କିଟ ଯୋଗୁଁ ଚଳନ୍ତା ଗାଡିରେ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ଏବେ ଯାଏଁ ଅଧିକ ସୂଚନା ମିଳି ପାରିନାହିିଁ ।

Leave A Reply

Your email address will not be published.