Yearly Archives

2020

ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ ଜଣାଇଲା କେଶରିଆ ହିନ୍ଦୁ ବାହିନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କୁ ଦେଶ ମାଟିର ସ୍ୱାଧୀନତାରେ ତାଙ୍କର ଅବଦାନ ପାଇଁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଆଜି ଦାବୀ ଜଣାଇଛି କେଶରିଆ ହିନ୍ଦୁ ବାହିନୀ । ଆଜି ଦିନ ଏଗାରଟା ସମୟରେ ସ୍ଥାନୀୟ ଜିଲ୍ଲପାଳ କାର୍ୟ୍ୟାଳୟ
Read More...

ଗୁଜୁରାଟୀ ଚଳଚ୍ଚିତ୍ର ଅଭିନେତା ନରେଶ କାନୋଡିଆଙ୍କ କରୋନାରେ ପରଲୋକ

ଗୁଜୁରାଟ : ଗୁଜୁରାଟୀ ଚଳଚ୍ଚିତ୍ର ସୁପରଷ୍ଟାର ନରେଶ କାନୋଡିଆ(୭୭)ଙ୍କ କୋଭିଡ଼ ସଂକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି । ଚାରି ଦିନ ଧରି ଅହମ୍ମଦାବାଦର ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟରେ ସେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
Read More...

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧୫ ତାରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାଫ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରିପାଲିରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍‌ଙ୍କୁ
Read More...

ଦୀପାଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ : ବର୍ଷ ବର୍ଷ ଧରି ଉପେକ୍ଷିତ ଥିବା ଟେମରିରୁ ଗୋଇବାହାଲି ପର୍ଯ୍ୟନ୍ତ ହେବ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସାଧାରଣ ନାଗରିକ ଚାହିଁଲେ ଅସାଧାରଣ କାମ ମଧ୍ୟ ସିଦ୍ଧ ହୋଇଯାଏ । ଅସମ୍ଭବ ଲାଗୁଥିବା କାର୍ୟ୍ୟ ସମ୍ଭବ ହୋଇଥାଏ । ନିରନ୍ତର ଚେଷ୍ଟା ତଥା ଉତ୍ସର୍ଗୀକୃତଏବଂ ନିଃସ୍ୱାର୍ଥପର ସେବା ମନୋଭାବ ନେଇ ଏହାର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି ବରଗଡ଼ ଜିଲ୍ଲା
Read More...

ଭାରତ-ଆମେରିକା କଥାବା‌ର୍ତ୍ତା ଚୀନ୍ ପାଇଁ ଅସୁବିଧା ବଢ଼ାଇ ପାରେ ?

ନୂଆଦି‌ଲ୍ଲୀ : ଜେନେରାଲ ମାର୍ଟିନ ଡେମ୍ପସି ୨୦୧୪ରେ ଆମେରିକୀୟ ଷ୍ଟାଫ୍ ଭାବରେ ଅବସର ନେବା ପୂର୍ବରୁ ଚୀନ୍ ବିଷୟରେ କହିଥିଲେ ଯେ, ଖୋଲାଖୋଲି ଭାବରେ ଆମେରିକା ଚୀନ୍‌କୁ ସାମ୍ନା କରିବାକୁ ବାଧ୍ୟ ହୋଇପାରେ। ତାଙ୍କର ସେଇ କଥା ଆଜି ପ୍ରମାଣିତ ହେଉଛି ।ଚୀନ୍ ସହିତ ବିବାଦରେ ଆମେରିକା ଭାରତ ପାଇଁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୪୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୪୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୨୯ ଜଣ
Read More...

ବିହାର ସରକାରଙ୍କୁ ନିନ୍ଦା କଲେ ସୋନିଆ ଗାନ୍ଧୀ ଭିଡିଓ ବାର୍ତ୍ତାରେ

ନୂଆଦି‌ଲ୍ଲୀ : ଅକ୍ଟୋବର ୨୮ ରେ ବିହାର ପ୍ରଥମ ପର୍ୟ୍ୟାୟ ମତଦାନକୁ ଯିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ବିହାର ଲୋକଙ୍କୁ ସରକାରଙ୍କ ବିରୋଧରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଯାହାର କାର୍ୟ୍ୟ ଓ ଉଦ୍ଦେଶ୍ୟ ସନ୍ଦେହଜନକ, ତାକୁ
Read More...

ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୬ତମ ପ୍ରତିଷ୍ଠା ଦିବସ ଉପସଭାପତି ଚୂଡେ଼ନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ମା ଦୁର୍ଗାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ଓ ପୂଜାର୍ଚ୍ଚନା
Read More...

ଡ୍ରାଗନର ଧମକକୁ ନେଇ ଆମେରିକା ତାଇୱାନକୁ ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଦେବ

ୱାଶିଂଟନ୍ : ଚୀନ୍‌ର ବିପଦକୁ ଖାତିର ନକରି ଆମେରିକା ଟ୍ରମ୍ପ ପ୍ରଶାସନ ତାଇୱାନକୁ ୨.୩୭ ବିଲିୟନ ଡଲାରର ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଚୁକ୍ତି ଅନୁମୋଦନ କରିଛି । ଆମେରିକାର ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀଙ୍କ ବିରୋଧରେ ଚୀନ୍‌ର ପ୍ରତିବନ୍ଧକ ଘୋଷଣା କରିବା ପରେ ଟ୍ରମ୍ପ ପ୍ରଶାସନ ଏହି
Read More...

ଆଇପିଏଲ : କୋଲକାତାକୁ ହରାଇ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ସାରଜା : କୋଲ୍‌କାତା ନାଇଟ୍ ରାଇଡର୍ସକୁ ତଳକୁ ଟାଣି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଯାଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ମନଦୀପ ଓ କ୍ରିସ୍ ଗେଲଙ୍କ ଅର୍ଧଶତକ ବଳରେ ପଞ୍ଜାବ ସୋମବାର ୮ ୱିକେଟରେ କେକେଆର୍‌କୁ ହରାଇ ଲଗାତାର ପଞ୍ଚମ ବିଜୟ ସହ ପଞ୍ଚମ
Read More...