Browsing Tag

patanagarh news

ହରିଶଙ୍କର ଐତିହାସିକ ବୈଶାଖ ମେଳା ଉପଲକ୍ଷେ ଭୁଲିଆ ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା । ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ତା୧୪ ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି…
Read More...

ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ…
Read More...

ଆଜିଠାରୁ ଆରମ୍ଭ ହେବ ଐତିହାସିକ ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା : ଚଳଚଞ୍ଚଳ ହରିଶଙ୍କର ପୀଠ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଖପ୍ରାଖୋଲ ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ କଟକଣା ପାଇଁ ଦୁଇବର୍ଷଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ…
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ କଣ୍ଟାବାଞ୍ଜି ରାସ୍ତା ସାଲେପାଲି ଛକ ନିକଟ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ସଲାଣ୍ଡିର ନୀଳ ଧାରୁଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ…
Read More...

ନିଜ ପୈତୃକ ନାମରେ ଥିବା ସ୍କୁଲ ଜମି ଅକ୍ତିଆର ଦାବୀରେ ପତ୍ରାପାଲି ସ୍କୁଲ ଗେଟରେ ତାଲା ପକାଇଲେ ଜମି ଦାନ କରି ଟଙ୍କା…

ରାସ୍ତାରେ ପଢିଲେ ଛାତ୍ର ଛାତ୍ରୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା । ସୁଚନା ମୁତାବକ ସ୍କୁଲ୍‌ର ୧୬ ଡିସିମିଲ୍ ଜମି ସେହି ଗ୍ରାମର କୁଲୁଥୁ ସଗଡିଆଙ୍କ ନାମରେ ଅଛି କିନ୍ତୁ…
Read More...

ବିଧାୟକ ସରୋଜ ମେହେରଙ୍କ ଦ୍ଵାରା ସେଲ୍ପି ପିଏଣ୍ଟ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ସହର ଗୁଡ଼ିକରେ ନିର୍ମିତ ହୋଇଥିବା ସେଲ୍ଫି ପଏଣ୍ଟ ଜନସାଧାରଣଙ୍କ ମନକୁ ବେଶ ଆକର୍ଷିତ କରୁଛି । ବିଶେଷ କରି ସେଲ୍ଫି ପଏଣ୍ଟଟି ଯୁବକ ଯୁବତୀମାନଙ୍କ ପାଇଁ ସେଲ୍ଫି ନେବାରେ ନିଶ୍ଚିତ ଭାବରେ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ପଟୁ ପାଟଣାଗଡ଼…
Read More...

ରେଙ୍ଗାଲଜୁରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହକ ବିକଳ

ମରାମତି ଦାୟିତ୍ୱ ପଞ୍ଚାୟତର ନା' ଆଉ କାହର : ରେଙ୍ଗାଲଜୁରୀ ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦିଆଯାଇଛି । ହେଲେ ନଳକୂପ ମରାମତି କାର୍ଯ୍ୟ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି ।…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଗାଁ ଯାଇ ଲୋକଙ୍କୁ ସଚେତନ କରାବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦରୁ ଏକ କାର୍ଯ୍ୟାଳୟ…
Read More...

ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ, ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ ଘରକୁ ଆସି…
Read More...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍ ଚାଳକ ଗୁରୁତର ଆହତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଧୂମାଭଟାରୁ ପାଟଣାଗଡ଼ ଯିବା ରାସ୍ତାରେ ଘୁମପାଲି ଛକଠାରେ ଜଣେ ବାଇକ୍ ଚାଲକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ୍ ଜଣକ ହେଲେ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ସୁଶାନ୍ତ ସାହୁ (୪୨) । ବାଇକ୍ ଚାଲକ…
Read More...