Browsing Tag

patanagarh news

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦ୍‌ଯାପିତ

ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ଉଦ୍ୟମ ହେଉଛି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ…
Read More...

କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣା : ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କର ନଚେତ ପାଞ୍ଚ ଦିନ ପରେ ଥାନା ଘେରାଓ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୨ଦିନ ପରେ ମଧ୍ୟ ଆଇନର ହାତ ଖାଲି, ଦୁର୍ନୀତିକୁ ପ୍ରଶୟ ଦେଉନଥିବା ଜଣେ ସ୍ଵଛ ଅଧିକାରୀଙ୍କୁ ମାରିଦେବା ଓ ତଦନ୍ତ ନାଁରେ ପୋଲିସ ଚୁପ୍‌ ବସିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରୁଛି…
Read More...

ଆଦିବାସୀ ହାଇସ୍କୁଲ ମନେଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ୯ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ୍‌…
Read More...

ହରିଶଙ୍କରରେ ବହୁ ଭାଷୀ କବିତା ଆସର ଅନୁଷ୍ଠିତ

ସେଲାପଥର ସାହିତ୍ୟ ପତ୍ରିକା ଉନ୍ମୋଚିତ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସରର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସାଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ…
Read More...

ହରିଶଙ୍କର ବୈଶାଖ ମେଳାରେ ଅନ୍ନସେବା ବଣ୍ଟନ ଅନୁମତି ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କ ପାତର ଅନ୍ତର ନୀତି ଏବଂ ବିଭିନ୍ନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ଅନେକ ସ୍ବେଚ୍ଛାସେବୀ ସଂଗଠନ ଭକ୍ତ ଏବଂ ଦର୍ଶକଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥାଆନ୍ତି । ସେହିଭଳି ସମଲେଇ ସେନା ମଧ୍ୟ ଅନ୍ନଭୋଗ ବଣ୍ଟନ ପାଇଁ…
Read More...

ହରିଶଙ୍କରରେ କୃଷିଜିଲ୍ଲାସ୍ତରୀୟ କର୍ମଶାଳା

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଠାରେ ୧୪ ତାରିଖରୁ ଆରମ୍ଭ ହେଇଥିବା ହରିଶଙ୍କର ମହୋତ୍ସବ ଅବସରରେ ପାଟଣାଗଡ କୃଷିଜିଲ୍ଲା ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୃଷିଜିଲ୍ଲା ଅଧିକାରୀ ଗୁରେନ୍ଦ୍ରନାଥ ସିଂହ ଅଧ୍ୟକ୍ଷତା କରିଥିଲେ ।…
Read More...

କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ବଳଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ଦୂଚନା ଅନୁସାରେ ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୂଅ ଖୋଲିଛନ୍ତି । ତେବେ କୂଅ ପାଖରେ…
Read More...

ବହୁ ଦିନର ନିରବତା ପରେ ମାଓବାଦୀ ମାରିଲେ ଦୁଇଟି ମାଓ ବେନର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବେନର ଲାଲ ରଙ୍ଗର କପଡାରେ ଧଳା ଅକ୍ଷରରେ ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇ ଶନିବାର…
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ…
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡ଼ିଆରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ତିନିଦିନ ଧରି ଚଲିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡିଆଠାରେ ଆତ୍ମା ବଲାଙ୍ଗିର, ମିଶନ ଶକ୍ତି, ୱାସନ ଏବଂ ଆୟୋଜକ ୱାଇ.ସି.ଡି.ଏଙ୍କ ମିଳିତ ଉଦ୍ୟମରେ…
Read More...