Browsing Tag

patanagarh news

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିଲା ଗାଁରେ । ଏହିଭଳି ଘଟଣା ଘଟିଛି ବେଲପଡା ଥାନା ଧୂମାଭଟା ପଞ୍ଚାୟତ ଖଳଖଳି ଗ୍ରାମରେ । ମିଳିଥିବା…
Read More...

୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଡୁମେରପଦର ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ଚଢାଉ କରି ୬ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର କଂସ ଗଉଡ(୪୦) ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ହଜାର…
Read More...

ଅନ୍ୱେଷା ଛାତ୍ରୀନିବାସକୁ ଅଚାନକ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ବିଧାୟକ ସରୋଜ ମେହେର

ନିଜ ବିଧାୟକ ପାଣ୍ଠିରୁ ଏକ ଉଚ୍ଚ ପାଣି ଟାଙ୍କି ଓ ପାଣି ଫିଲଟର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଦୁଇ ଦିନ ହେବ ଲଗାତାର ଭାବରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ…
Read More...

ସାରମୁହାଣରେ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ପାଟଣାଗଡ଼, (କେପିଏନ୍‌ଏସ୍‌) : ସାରମୁହାଣ ରାମଜୀ ମଠରେ ମାତା କନକ ମଞ୍ଜରିଙ୍କ ଉଦ୍ୟମରେ ରାମେଶ୍ଵର ଶିବ ମନ୍ଦିର ଓ ରାମେଶ୍ଵରୀଚଣ୍ଡୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସଭାପତି ଚିନ୍ତାମଣି ରାଉତ ଓ ବେଣୁଧର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳସ ଯାତ୍ରା ସମାପନ ହୋଇଯାଇଛି । କୁଟୁରା…
Read More...

ବିଧାୟକ ସରୋଜ ମେହେରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଉପନିୟୋଜନ କାର୍ଯ୍ୟାଳୟରେ ତାଲା

ଦରମା ମିଳୁଛି ଭତ୍ତା ତ ମିଳୁଛି ଅଫିସ ନ ଗଲେ ଚଳିବ ନୀତିରେ ଅଧିକାରୀ : କ୍ଷୋଭ ପ୍ରକାଶ କଲେ ବିଧାୟକ ସରୋଜ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଗତକାଲି ବିଧାୟକ ଶ୍ରୀ ମେହେର…
Read More...

ପାଟଣାଗଡ଼ ସହରର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ବିଭାଗୀୟ ଅଧିକାରୀ ତାଗିଦ୍ କଲେ ବିଧାୟକ ଶ୍ରୀ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଆଜି ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ସମସ୍ୟାର ସମାଧାନ ପାଇଁ ପରିଦର୍ଶନ କରିବା ସହ ପରିକ୍ଷଣ ନିରୀକ୍ଷଣ କରି ଆଶୁ…
Read More...

ପିଆଜ ଚାଷୀଙ୍କ ସ୍ଥିତି ବେହାଲ : ଅଭାବି ବିକ୍ରିର ଶିକାର, ୫ରୁ ୭ ଟଙ୍କାରେ ଯାଞ୍ଚିଗୁଞ୍ଜା ବିକୁଛନ୍ତି ଚାଷୀ ‌

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାରି ମାସ ପୂର୍ବେ ପିଆଜ ଖାଉଟିଙ୍କୁ କନ୍ଦାଉଥିଲା । କିନ୍ତୁ ଏବେ ପିଆଜ କାନ୍ଦୁଛି । ଏକଦା ୧୦୦ ଟଙ୍କା ଟପି ଯାଇଥିବା ପିଆଜ ଏବେ କିଲୋ ପିଛା‌ ୫ରୁ ୭ ଟଙ୍କାରେ ଯାଚିଗୁଞ୍ଜା ବିକ୍ରି ହେଉଛି । ଚାରି ମାସ ତଳର ବଜାର ତାତି ଆଜି ପୁରା କାଲୁଆ ପଡ଼ିଯାଇଛି ।…
Read More...

ବିଶିଷ୍ଟ ବିଜେପି ନେତା ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେରଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ଼ ବିଜେପିକୁ ଶକ୍ତ ଧକ୍କା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବର୍ତ୍ତନ ଧିରେ ଧିରେ ବଢ଼ିବାରେ ଲାଗିଛି । ଦୁଇ ଜଣ ବିଶିଷ୍ଟ ବିଜେପି ନେତା ବିଜେପି ଦଳରେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହି ତୃଣମୂଳ ସ୍ତରରେ ସଂଗଠନ…
Read More...

ଲୋକଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ

ନୂତନ ଚଙ୍ଗରିଆ ପଞ୍ଚାୟତ ଗଠନ ହେବାର ୫ ବର୍ଷ ପରେ ପଞ୍ଚାୟତରେ ମିଳିଲା ଚାଉଳ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଆସନ ଉଛେଦ କରିଥିବାରୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ତାହାର ଜବାବ ଦେବାକୁ ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ବ୍ରହ୍ମପୁରା ସ୍ଥିତ ଆଦିବାସୀ…
Read More...