ପାଟଣାଗଡ଼ ଏନ୍ଏସିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସରୋଜ
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ଏନ୍ଏସିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଏହି କ୍ରମରେ ସେ ଏନଏସି କାର୍ଯ୍ୟାଳୟରେ ମଇଳା ବୋଝେଇ ଗାଡି ଲୋକାର୍ପଣ କରିଛନ୍ତି ।
Read More...
Read More...