Browsing Tag

padmapur news

ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସାରା ବିଶ୍ୱକୁ ଦୋହଳାଇ ଜୀବନର ଗତିବିଧି ବଦଳାଇ ଦେଇଛି । ଏହି ଦୁଃସମୟ ସମସ୍ତ ଶ୍ରେଣୀର ଜନସାଧାରଣଙ୍କୁ ପରିବାର ପୋଷଣ କରିବା ଦିଗରେ ଘଡିସନ୍ଧି ମୁହୂର୍ତ୍ତରେ ଠିଆ କରି ଦେଇଥିବା ବେଳେ ଓଡିଶା ସରକାର କେତେକ ଶ୍ରେଣୀର ଲୋକମାନଙ୍କ ପାଇଁ…
Read More...

ଏକାକୀ ଆସ, ପୋଲିସର ପାଉଣା ଦିଅ : ବିଧବା ମହିଳା‌ଙ୍କୁ କହିଲେ ନୁଆପଡା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୨ ବର୍ଷର ଜଣେ ଦଳିତ ବିଧବା ମହିଳା‌ଙ୍କୁ ନୁଆପଡାର ଜଣେ ପୋଲିସ ସବ୍ ଇନିସପେକ୍ଟର ଏକାକୀ ଆସ ଓ ପୋଲିସର ପାଉଣା ଦେଇ ତୁମ ମୋଟର ସାଇକେଲ ନିଅ ବୋଲି କହିବା ଉକ୍ତିକୁ ନେଇ ପରିବାର ଲୋକେ ନୂଆପଡା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ବିବରଣୀ ପ୍ରକାଶ ଯେ,…
Read More...

ଛତିଶଗଡକୁ ବେଆଇନ୍ ବାଲି ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ବାଲିଘାଟିରୁ ଧରା ପଡିଲେ ୯ଟି ଟ୍ରାକ୍ଟର । ସମ୍ବଲପୁରୀ ବାଲିଘାଟ ଠାରେ ଜଗଦଳପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର…
Read More...

ଆଧ୍ୟାତ୍ମିକ ଚିନ୍ତାଧାରାରେ ପଙ୍କ ନାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରର ପଙ୍କ ନାନୀଙ୍କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ତାଙ୍କର ପିଲାଟି ଦିନର ଆଧ୍ୟାତ୍ମିକ ଚିନ୍ତାଧାରା ତଥା ସମାଜ ସେବା ପାଇଁ ସବୁବେଳେ ତତ୍ପର । ଆଜି ପଦ୍ମପୁରରେ ପଙ୍କଜିନୀ ପ୍ରଧାନ ମହିମା ଧର୍ମର ସାଧୁମାନଙ୍କୁ ମହାପୂଣ୍ୟ…
Read More...

ଚିତ୍ରଗୁପ୍ତ କଲ୍ୟାଣ ସଂଘର ନୁତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲରେ, କରଣ ସମାଜର ଏକ ଜରୁରୀ ଅଧିବେଶନ ଶିରିଷ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରଣ ସମାଜର ଚିତ୍ରଗୁପ୍ତ କଲ୍ୟାଣ ସଂଘର କାର୍ୟ୍ୟକାରୀ କମିଟିର କର୍ମକର୍ତ୍ତା ଏଇ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଚୟନ…
Read More...

ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନର ଅବହେଳା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ସେବା ସମବାୟ ସମିତି ଲିଃ ଅଧୀନରେ ଥିବା ଭେଙ୍ଗରାଜପୁର ଧାନ ମଣ୍ତିକୁ ଏ ଯାଏଁ ଟୋକନ ଆସିନାହିଁ । ଚଳିତ ବର୍ଷ - ୨୦୨୦ ରେ ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭ଟି ଗାଁକୁ ଧାନ ଏହି ମଣ୍ତିକୁ ଆସିଥାଏ । ଚଳିତ…
Read More...

କୃଷକ ସଂଗଠନ ଦ୍ୱାରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପାଇବା ଆଶାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଭେଙ୍ଗରାଜପୁର, ଲଖମରା, ବାଦିକଟା ଆଦି ତିନୋଟି ପଞ୍ଚାୟତର ଚାଷୀ ହତାଶ ଓ ନିରାଶ ହୋଇଥିଲେ । କୃଷକ ସଂଗଠନ ମାଧ୍ୟମରେ ଓ ବିଭିନ୍ନ…
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ ସାଁସ୍ କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସାଁସ୍ କାର୍ଯ୍ୟକ୍ରମ ପାଇଁ ପାଇକମାଲ ବ୍ଲକ ସ୍ଥିତ ସଭାଗୃହ ଠାରେ ଇତି ମଧ୍ୟରେ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ…
Read More...

ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ପଡିଛି । ଏ ବିଷୟରେ…
Read More...

ବ୍ଲକରେ ପିସି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ଅକାମୀ : ବିଡିଓ ଓ ଅନ୍ୟ ଅଧିକାରୀଙ୍କ ପିସି ବିରୋଧରେ ସରପଞ୍ଚ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩ବର୍ଷ ତଳେ ବ୍ଲକ ମାନଙ୍କରେ ଚାଲିଥିବା ବ୍ୟାପକ ପିସି କାରବାରକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ କଡା ତାଗିଦ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିଦ…
Read More...