ଆଧ୍ୟାତ୍ମିକ ଚିନ୍ତାଧାରାରେ ପଙ୍କ ନାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରର ପଙ୍କ ନାନୀଙ୍କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ତାଙ୍କର ପିଲାଟି ଦିନର ଆଧ୍ୟାତ୍ମିକ ଚିନ୍ତାଧାରା ତଥା ସମାଜ ସେବା ପାଇଁ ସବୁବେଳେ ତତ୍ପର । ଆଜି ପଦ୍ମପୁରରେ ପଙ୍କଜିନୀ ପ୍ରଧାନ ମହିମା ଧର୍ମର ସାଧୁମାନଙ୍କୁ ମହାପୂଣ୍ୟ କାର୍ତ୍ତିକ ମାସରେ ବସ୍ତ୍ର ଦାନ କରିବାର ଦେଖିବାକୁ ମିଳିଛି । ଏହା ବ୍ୟତିତ ସୁଶ୍ରୀ ପଙ୍କଜିନୀ ଗରିବଙ୍କ ପାଇଁ ଏହି ପବିତ୍ର କାର୍ତ୍ତିକ ମାସରେ କିଛି ଦାନ କରିବା ପାଇଁ ସ୍ଥିର କରିଛନ୍ତି ।

Leave A Reply

Your email address will not be published.