ପଦ୍ମପୁର-ଗାଇସିଲେଟ ପୂର୍ତ୍ତବିଭାଗ ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରରୁ ଗାଇସିଲେଟ ଯିବା ରାସ୍ତାରେ ଥିବା ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ କରାଯାଇଛି । ସୂଚନା ଅନୁସାରେ ଏହି ରାସ୍ତାରେ ଥିବା ସେତୁ ଉପରେ ବାଡା ଅଛି, ହେଲେ ଛୋଟ ବାଡା ରହିଛି; ଯାହାକି ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି ।!-->…
Read More...
Read More...