Browsing Tag

news of india

ଖୁବ୍‌ ଲୋକପ୍ରିୟ ବଲିଉଡ଼୍‌ ଅଭିନେତ୍ରୀ ରେଖା ୬୬ତମ ଜନ୍ମଦିନ ପାଳନ କରିଛନ୍ତି : ତାଙ୍କ ଜୀବନର ଅସଫଳ ଦିଗ ସଂପର୍କରେ…

ମୁମ୍ବାଇ : ଖୁବ୍‌ ଲୋକପ୍ରିୟ ବଲିଉଡ଼୍‌ ଅଭିନେତ୍ରୀ ରେଖାଙ୍କ ୬୬ତମ ଜନ୍ମଦିନ କରିଛନ୍ତି । ସେ ଜଣେ ବିଶେଷ ସଫଳ ଅଭିନେତ୍ରୀ ହୋଇଥିଲେ ବି ତାଙ୍କ ଅସଲ ଜୀବନରେ ରହିଛି ଏକ ଦୁଃଖଦାୟକ ଅସଫଳ ଦିଗ । ସେ ବିଷୟରେ ଆସନ୍ତୁ ଜାଣିବା । ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅଭିନେତ୍ରୀ ରେଖା…
Read More...

ଧୋନିଙ୍କ ଚେନ୍ନାଇକୁ ୩୭ ରନ୍‌ରେ ହରାଇଲା କୋହଲିଙ୍କ ବାଙ୍ଗାଲୋର : ଅପରାଜିତ ୯୦ ରନ୍‌ର ବିରାଟ ପାଳି ଖେଳି କୋହଲି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Read More...

‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌’ : ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଗୁହାରୀ

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ବେଶ୍‌ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ସେ ଅଭିଯୋଗ ଆଣିଥିବା ବେଳେ ଋଚା ଚଡ଼୍‌ଢ଼ାଙ୍କ ସହ ନିଜର କେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ପାୟଲ ଘୋଷ ଏବେ ପିଏମ୍‌…
Read More...

ଦୁଷ୍କର୍ମ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା କଡ଼ା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବା ସହ ମହିଳାମାନଙ୍କ ଉପରେ ଘଟୁଥିବା ଅପରାଧ ସମ୍ବନ୍ଧିତ ମାମଲା ଉପରେ ପୁଲିସ ଦ୍ୱାରା ଅବଲମ୍ବନ କରାଯିବା ଅନିବାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ କୁହାଯାଇଛି । ଏହି ନିର୍ଦ୍ଦେଶନାମା ରାଜ୍ୟ…
Read More...

ସୈନିକଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କାର ଉଡ଼ାଜାହାଜ :…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର୍‌ କରି ମୋଦୀ ସରକାରରେ ସୈନିକମାନଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ଯେଉଁ ଭିଡ଼ିଓ ଶେୟାର୍‌ କରିଛନ୍ତି ଏଥିରେ ଟ୍ରକ୍‌ ଭିତରେ ବସିଥିବା କିଛି ସୈନିକ‌ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ସହ…
Read More...

ଦେଶରେ ଖସୁଛି କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା, ଏବେ ୮୮୩୧୮୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ : ଗତ ୨୪ ଘଂଟାରେ ୯୨୬…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ଟପି ସାରିଥିବା ବେଳେ କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା ଆସ୍ତେ ଆସ୍ତେ ଖସୁଛି । ଏବେ ଭାରତରେ ୮,୮୩,୧୮୫ ଜଣ ଏକ୍‌ଟିଭ୍‌ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ…
Read More...

ପୂଜାରୀଙ୍କୁ ଜିଅନ୍ତା ଜାଳି ଦେଲେ : ଗାଁରେ ଧାରଣାରେ ବସିଲେ ବିଜେପି ସାଂସଦ କିରୋଡ଼ିଲାଲ ମିଣା

କରୋଲି : ରାଜସ୍ଥାନର କରୋଲିରେ ଜଣେ ପୂଜାରୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାରେ ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ବିଜେପି.ର ରାଜ୍ୟସଭା ସାଂସଦ କିରୋଡ଼ିଲାଲ ମିଣା ପୂଜାରୀଙ୍କ ଗାଁର ଶହ ଶହ ଲୋକଙ୍କ ସହ ଧାରଣାରେ ବସିଥିବା ଜଣାପଡ଼ିଛି । ପୂଜାରୀଙ୍କ ହତ୍ୟା ମାମଲାରେ…
Read More...

ଅକ୍ଟୋବର ୧୧ରେ ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ

● ଦେଶର ଗ୍ରାମାଞ୍ଚଳରେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପ୍ରକାଇବ ପ୍ରଭାବ● ୪ ବର୍ଷରେ ପର୍ୟ୍ୟାୟକ୍ରମେ ଏହି ଯୋଜନା ଅଧୀନରେ ୬.୨୨ ଲକ୍ଷ ଗ୍ରାମ ହେବ ସାମିଲ● ଗ୍ରାମବାସୀଙ୍କ ପାଇଁ ସମ୍ପତ୍ତିକୁ ଏକ ଆର୍ଥିକ ସମ୍ବଳ ଭାବେ ଉପଯୋଗ କରିବାକୁ ଏହା ପଥ ପରିଷ୍କାର କରିବନୂଆଦିଲ୍ଲୀ, (ପିଆଇବି) : ଲକ୍ଷ…
Read More...

ରାଜସ୍ଥାନକୁ ୪୬ ରନରେ ହରାଇ ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ : ହାଇସ୍କୋରିଙ୍ଗ ଗ୍ରାଉଣ୍ଡରେ ବୋଲରଙ୍କ କମାଲ

ସାର୍‌ଜା : ଶୁକ୍ରବାର ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ସ ପ୍ରିମିୟର ଲିଗ୍‌)ର ୨୩ତମ ମ୍ୟାଚ୍‌ ଖେଳା ଯାଇଥିଲା । ପଏଣ୍ଟ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସପ୍ତମରେ ଥିବା ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ଦଳ ଅପରିବର୍ତିତ ରହିଥିଲା ବେଳେ…
Read More...

ଭାରତରେ କ୍ରମାଗତ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି

● ଏକ ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି● କ୍ରମାଗତ ତୃତୀୟ ସପ୍ତାହ ପାଇଁ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ୍ ମାମଲାଠାରୁ ଅଧିକ ରହିଛି ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏକ ମାସ ପରେ,…
Read More...