Browsing Tag

news of india

ଡିଆରଡିଓ ପକ୍ଷରୁ ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି । ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା । ଭାରତୀୟ ବାୟୁସେନାର ରୁଦ୍ରମ…
Read More...

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କ୍ୟାବିନେଟର ଶୋକ

● ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଦିବଂଗତଙ୍କ ଅନ୍ତେଷ୍ଟି କ୍ରିୟାନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ରାମବିଳାସ ପାଶୱାନଙ୍କ ପାଇଁ…
Read More...

ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କ ଭାଇ କହିଲା, କ୍ଷେତରେ ଅଚେତ ଅବସ୍ଥାରେ ମିଳିଥିଲା ଭଉଣୀ

ଲଖ୍‌ନଉ : ହାଥ୍‌ରସ୍‌ ଗଣ ଦୁଷ୍କର୍ମ ପୀଡ଼ିତାଙ୍କ ଭାଇ ସେହି ସମୟର ଘଟଣା ସଂପର୍କରେ ବଖାଣିବାକୁ ଯାଇ କହିଛନ୍ତି ଯେ, ଭଉଣୀ କ୍ଷେତ୍ରରେ ଅଚେତ ଅବସ୍ଥାରେ ପଡ଼ିଥିଲା । ତାର ଜିଭ କାଟି ଦିଆଯାଇଥିଲା । ଗୁରୁତର ଭଉଣୀକୁ ସେ ବାଇକରେ ଥାନାକୁ ନେଇ ଯାଇଥିଲା । ସାଙ୍ଗରେ ମା’ ଓ ଭଉଣୀକୁ ମଧ୍ୟ…
Read More...

ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀ ଆସିବେ ବଡ଼ ପରଦାରେ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀର ନାୟକ ପ୍ରଭାସ ଖୁବ୍‌ ଶୀଘ୍ର ଆସିବେ ବଡ଼ ପରଦାରେ ବୋଲି ଜଣାପଡ଼ିଛି । ଏଥିରେ ନାୟିକା ରହିବେ ଦୀପିକା ପାଦୁକୋନ । ତେବେ ଦୁଇ ଷ୍ଟାର୍‌ଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସୁକତା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ…
Read More...

ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଲା ଜମାନତ୍‌ : କିନ୍ତୁ ଏବେ ଜେଲ୍‌ରେ ହିଁ ରହିବେ

ରାଂଚି : ବିହାର ବିଧାନସଭାର ଠିକ୍‌ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଜମାନତ୍‌ ମିଳିଯାଇଛି । ତେବେ ଲାଲୁ ଯାଦବଙ୍କୁ ଏହି ଜମାନତ୍‌ ଚାଇବାସା ଟ୍ରେଜେରୀ ମାମଲାରେ ମିଳିଥିବା ବେଳେ ଏହି ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୫ ବର୍ଷର…
Read More...

ଆର୍‌ବିଆଇ କହିଲା, ଆସନ୍ତା ବର୍ଷ ୯.୫ ପ୍ରତିଶତ ହ୍ରାସ ହୋଇପାରେ ଜିଡ଼ିପି.

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ ମୁଦ୍ରା ନୀତି ଘୋଷଣା କରିଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ । ଆର୍‌ବିଆଇ ୪ ପ୍ରତିଶତ ରେପୋ ରେଟ୍‌କୁ ସମାନ ରଖିଛି । ରିଜର୍ଭ ରେପୋ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ରିଜର୍ଭ ରେପୋ ରେଟ୍‌ ୩.୩୫…
Read More...

ପଞ୍ଜାବକୁ ୬୯ ରନରେ ମାତ୍ ଦେଲା ହାଇଦ୍ରାବାଦ୍ : ୯୬ ରନ୍‌ର ଦୃତ ପାଳି ଯୋଗୁଁ ବେୟାରଷ୍ଟୋ ମ୍ୟାଚର ଶ୍ରେଷ୍ଠ ଖେଳାଳି…

ଦୁବାଇ : ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଆଇପିଏଲ୍ ୨୨ତମ ମ୍ୟାଚ୍ ସରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା । ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ କମାଲ ଯୋଗୁଁ ହାଇଦ୍ରାବାଦ ୬୯ ରନ୍‌ରେ…
Read More...

ପୁଣି ଦୁଷ୍କର୍ମ ଘଟଣା : ଗ୍ରେଡର୍‌ ନୋଏଡ଼ାରେ ୧୩ ବର୍ଷୀୟା କିଶୋରଙ୍କ ସହ ଅସଦାଚରଣ, ୩ ଗିରଫ୍‌

ନୋଏଡ଼ା : ହାଥ୍‌ରସ୍‌ ଗଣ ଦୁଷ୍ମର୍ମ ମାମଲାର ନିଆଁ ଏବେ ବି ହୁ ହୁ ହୋଇ ଜଳୁଛି ସାରା ଦେଶରେ । ଏତିକି ବେଳେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗ୍ରେଡର୍‌ ନୋଏଡ଼ାର ଜଣେ ୧୩ ବର୍ଷୀୟା କିଶୋରୀ ବଳାତ୍କାରର ଶିକାର ହୋଇଥିବା ବେଳେ ୩ ଜଣ ବଳାତ୍କାରୀଙ୍କୁ ଗିରଫ୍‌ କରିଛି ପୋଲିସ ।…
Read More...

କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲେ ବି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ଙ୍କ ଆଜି ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁତ୍ର ଏବଂ ଏଲ୍‌ଜେପି.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ୍‌ ଏହି ବିଷୟରେ ପୁଷ୍ଟି କରିଛନ୍ତି । ଟ୍ୱିଟ୍‌ କରି ଚିରାଗ୍‌ ପାଶୱାନ୍‌…
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ୭୮୫୨୪ ନୂଆ ଆକ୍ରାନ୍ତ, ୯୭୧ ମୃତ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଯାଇଛି । ୧୦୫୫୨୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଲକ୍ଷ ୨୭ ହଜାର ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୭୮୫୨୪ ନୂଆ…
Read More...