Browsing Tag

news of india

ମହାରାଷ୍ଟ୍ରରେ କାଲିଠୁ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ : ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଆସନ୍ତାକାଲି ଠୁ ଖୋଲିବ । ତେବେ କରୋନା ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ରହିଛି । ଧାର୍ମିକସ୍ଥଳ ଖୋଲିବାକୁ ନେଇ କିଛି ସର୍ତ୍ତ ରଖିଛନ୍ତି ଉଦ୍ଧବ ସରକାର । ଏହି ସର୍ତ୍ତ ଅନୁସାରେ ଧାର୍ମିକ
Read More...

ନୀତୀଶ ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଡିଏ ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ୟ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତା ଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । କିଛି ସମୟରେ
Read More...

ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ : ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀ(୮୫)ଙ୍କ ପରଲୋକ ହୋଇଯାଇଛି । ୨୦୧୨ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ ସପୋଟ ସିଷ୍ଟମରେ ରଖା ଯାଇଥିଲା । ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ
Read More...

ମାନିଲେନି ଅମାନିଆଁ : ଜବର୍‌ଦସ୍ତ ବାଣଫୁଟାରେ ବାୟୁ ପ୍ରଦୁଷଣ, ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଏନଜିଟିର ଆଦେଶ ଏବଂ ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତେ୍ୱ ଦିଲ୍ଲୀବାସୀ ମାନିଲେନି । ଅମାନିଆଁଙ୍କ ଦ୍ୱାରା ଜବର୍‌ଦସ୍ତ ବାଣଫୁଟାରେ ଅସମ୍ଭାଳ ବାୟୁ ପ୍ରଦୂଷଣ ଦେଖାଦେଇଛି ଦିଲ୍ଲୀରେ । ପୂର୍ବରୁ ପ୍ରଦୂଷିତ ଥିବା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇ ଗୁରୁତର ପର୍ଯ୍ୟାୟରେ
Read More...

ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା : ଆଜି ବିହାର ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟ୍‌ନା : ସରକାର ଗଠନ ପାଇଁ ଆଜି ବିହାରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର ବୋଲି ସୂଚନାରେ କୁହାଯାଇଛି । ମିଳିଥିବା ଖବର ଅନୁସାରେ ଆଜି ଦିନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ବସିବ, ଯେଉଁଥିରେ ପାଟନାରେ ହେବାକୁ ଥିବା ଏହି ବୈଠକରେ
Read More...

ଦୀପାବଳି ପୂର୍ବରୁ ସୀମାରେ ଗୁଳି ବିନିମୟ : ୩ ଭାରତୀୟ ଓ ୪ ପାକିସ୍ତାନୀ ସୈନିକ ନିହତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ପରସ୍ପରକୁ ନିୟନ୍ତ୍ରଣ ଲାଇନ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ଭାରତୀୟ ସେନା କହିଛି ଯେ ଜାମ୍ମୁ କାଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ନିକଟରେ ଥିବା ଗୁରେଜ ଏବଂ ଉରି ସମେତ ଅନେକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି
Read More...

ଭୟଙ୍କର ଅଗ୍ନିକାଣ୍ଡ : ଅସଂଖ୍ୟ ଘର ହେଲା ଛାରଖାର୍‌

କୋଲକାତା : କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଅସଂଖ୍ୟ ଘର ଛାରଖାର୍‌ ହୋଇଯାଇଥିବା କୁହାଯାଇଛି । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବେଦିତା ପଲ୍ଲୀ ନିଉ ଟାଉନର ବସ୍ତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଘର ପାଉଁଶ ହୋଇଯାଇଥିବା ଜଣାଯାଇଛି । ନିଆଁ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆଙ୍କ ସାଥୀରେ : ଧର୍ମେନ୍ଦ୍ର ପ୍ରଧାନ

• ଅତିରିକ୍ତ ୧୨୮.୨୩ କୋଟିର ସହାୟତା ଓଡିଶାକୁ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା କରିବାରେସହାୟକ ହେବ• ଅମ୍ଫନ ବାତ୍ୟା ପାଇଁ ଓଡିଶାକୁ ମଇ ମାସରେ ଅଗ୍ରୀମ ୫୦୦ କୋଟି ଦେଇଥିଲେ ପ୍ରଧାନମନ୍ତ୍ରୀ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ
Read More...

ଦୀପାବଳି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଲୋକର ପର୍ବ ଦୀପାବଳି ଏଥର ସବୁଠାରୁ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଥିବା ବେଳେ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି । କରୋନା ସଂକ୍ରମଣ ଆଶଙ୍କା
Read More...

ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

• ପାରମ୍ପରିକ ଔଷଧପତ୍ରର ବୈଶ୍ୱିକ କେନ୍ଦ୍ରଭାବେ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାଛି ଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ• ଆନ୍ତର୍ଜାତିକ ମାନ ପୂରଣ କରୁଥିବା ଆୟୁର୍ବେଦ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ• ଆୟୁର୍ବେଦ କେବଳ ଏକ ବିକଳ୍ପ ନୁହେଁ, ଏହା ଦେଶର ସ୍ୱାସ୍ଥ୍ୟ
Read More...