ଭୟଙ୍କର ଅଗ୍ନିକାଣ୍ଡ : ଅସଂଖ୍ୟ ଘର ହେଲା ଛାରଖାର୍‌

କୋଲକାତା : କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଅସଂଖ୍ୟ ଘର ଛାରଖାର୍‌ ହୋଇଯାଇଥିବା କୁହାଯାଇଛି । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବେଦିତା ପଲ୍ଲୀ ନିଉ ଟାଉନର ବସ୍ତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଘର ପାଉଁଶ ହୋଇଯାଇଥିବା ଜଣାଯାଇଛି । ନିଆଁ ଲିଭାଇବା ପାଇଁ ପାଞ୍ଚଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି ।

Leave A Reply

Your email address will not be published.