pakka
Browsing Tag

nabarangpur news

୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତ ରାଉତଙ୍କୁ ଆଣିଲା ଭିଜିଲାନ୍ସ

ନବରଙ୍ଗପୁର : ୫ ଦିନିଆ ରିମାଣ୍ଡରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଣିଛି ଭିଜିଲାନ୍ସ । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ତାଙ୍କୁ ନେଇ ସାରା ଓଡ଼ିଶାରେ ଜୋର୍‌ ଧରିଛି
Read More...

ପାୟୋନିୟର ତରଫରୁ ମକା ଅମଳ ଦିବସ ପାଳନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଫୁଲପଦର ଗ୍ରାମରେ ଆଜି ପାୟୋନିୟର କମ୍ପାନୀ ପକ୍ଷରୁ କୋଭିଡ୍‌ ନିୟମ ମାନି ମକା ଅମଳ ଦିବସ ପାଳିତ ହୋଇଯାଇଛି । ଏ ଅଞ୍ଚଳର ଚାଷୀ ଚଳିତ ବର୍ଷ ବହୁ ମାତ୍ରାରେ ପାୟୋନିୟର ମକା ପି୩୪୦୧
Read More...

ପବିତ୍ର ନବମୀ ପୂଜା ଅବସରରେ କନ୍ୟା ପୂଜନ ପରମ୍ପରା ପାଳନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରାତ୍ର ଚାଲିଥିବା ବେଳେ ଆଜି ହେଉଛି ମାଆଙ୍କ ପବିତ୍ର ନବମୀ ପୂଜା ଏହି ଅବସରରେ କୋଷାଗୁମୁଡା ବ୍ଲକର ଦୁରାଗାଁ ଗ୍ରାମର କୈଳାସ ମାଝୀ କନ୍ୟା ପୂଜନ ପରମ୍ପରାକୁ ପାଳନ କରିଛନ୍ତି । ୯ ଜଣ କୁନି କୁନି ଝିଅଙ୍କ ପାଦ ଧୋଇ, ପୂଜା କରି, ନୂତନ ବସ୍ତ୍ର ଦେବା ସହ
Read More...

କୋଷାଗୁମୁଡା ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ନକଲି ଶିକ୍ଷକ ପ୍ରସଙ୍ଗରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ୫୫୨ ଜଣ ରେଗୁଲାର ଓ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ
Read More...

ଜଗତୁଗୁଡା ସ୍କୁଲ ମିଶ୍ରଣକୁ ବିରୋଧ କରି ଦାବୀପତ୍ର ପ୍ରଦାନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଗତୁଗୁଡା ଗ୍ରାମର ଗ୍ରାମବାସୀ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ନିଖୋଜ ନାବାଳିକା ମହାରାଷ୍ଟ୍ରରୁ ଉଦ୍ଧାର

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୋଲିସ ନିଖୋଜ ନାବାଳିକା (୧୬)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନାବାଳିକା ଜଣକ କୋଡ଼ିଙ୍ଗା ଥାନା ଅଧୀନ ଫାର୍ଶାଗୁଡ଼ା ଗ୍ରାମର । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ ରାତିରେ ନାବାଳିକା ଜଣକ କୌଣସି କଥାକୁ ନେଇ ଘରେ
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ସରକାରୀ ସହାୟତା ପାଇଲେ ଦୁଇ ଅନାଥ ଝିଅ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସାଗରୀକା ନାମ୍ନୀ ଜଣେ ମା ବାପା ଛେଉଣ୍ଡ ନାବାଳିକା ଝିଅ ସାଗରୀକା ତେଲେଙ୍ଗାନା ଇଟା ଭାଟିରେ ବନ୍ଧକ ରହିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଉଭୟ ଓଡିଶା ରାଜ୍ୟ ଓ ତେଲେଙ୍ଗାନା ରାଜ୍ୟର ସମ୍ପୃକ୍ତ ଜିଲ୍ଲାପାଳ ଦୟଙ୍କୁ ସବିଶେଷ
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଉଦ୍ଧାର ହେଲେ ଚାରି ଅନାଥ ଭାଇ ଭଉଣୀ

ନବରଙ୍ଗପୁର, (କେପିଏନ୍‌ଏସ୍‌) : ଅଜଣା ରୋଗ ଚାରି ଶିଶୁଙ୍କୁ ଅନାଥ କରିଦେଲା । ତିନି ବର୍ଷ ପୂର୍ବେ ମା' ସନ୍ତୁଳା ଗଣ୍ଡ ମୃତ୍ୟୁ ବରଣ କରିଥିବା ବେଳେ ୨ମାସ ପୂର୍ବେ ବାପ ବୂଟା ଗଣ୍ଡ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ବାପା ମା'ଙ୍କ ମୃତ୍ୟୁ ପରେ ତାଙ୍କର ୨ ଝିଅ ଓ ୨ ପୁଅ ଏବେ ଅନାଥ ହୋଇ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୭ ଜଣ ଅନାଥ ଶିଶୁ

ନବରଙ୍ଗପୁର : ଅଜଣା ରୋଗରେ ସ୍ୱାମୀଙ୍କ ମୃତ୍ୟୁର ସପ୍ତାହେ ନ ପୂରୁଣୁ ତାଙ୍କ ଶୋକରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ନିମିଷକ ମଧ୍ୟରେ ଉଜୁଡିଗଲା ସୁନାର ସଂସାର । ଅନାଥ ହୋଇଗଲେ ସାତ ଭାଇ ଭଉଣୀ । ଶୈଶବ ଅବସ୍ଥାରୁ ପିତାମାତାଙ୍କୁ ହରାଇ ଏହି ସାତ ଭାଇଭଉଣୀ ଗ୍ରାମବାସୀଙ୍କ ଆଶ୍ରୟରେ ରହିଛନ୍ତି ।
Read More...

ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ସହ ବାଡେ଼ଇ ହେଲା ବସ୍‌, ୧ ମୃତ, ୫ ଗୁରୁତର

ନବରଙ୍ଗପୁର : ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣା ସାମ୍‌ନାକୁ ଆସିଛି । ନବରଙ୍ଗପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣାର ସ‌ମ୍ମୁଖୀନ ହୋଇଛି । ଦୁର୍ଘଟଣାରେ ବସ ହେଲ୍‌ପରର ମୃତ୍ୟୁ ହୋଇଥିବା ଖବର
Read More...