pakka

୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତ ରାଉତଙ୍କୁ ଆଣିଲା ଭିଜିଲାନ୍ସ

bbehera

ନବରଙ୍ଗପୁର : ୫ ଦିନିଆ ରିମାଣ୍ଡରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଣିଛି ଭିଜିଲାନ୍ସ । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ତାଙ୍କୁ ନେଇ ସାରା ଓଡ଼ିଶାରେ ଜୋର୍‌ ଧରିଛି ଚର୍ଚ୍ଚା । ତେବେ ଭିଜିଲାନ୍ସ ମୁଖ୍ୟାଳୟରେ ୫ ଦିନ ଧରି ଜେରା କରାଯିବ ବୋଲି ସୂଚନା ମିଳିଛି । ଗିରଫ ପରେ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.

13 − three =