Browsing Tag

koraput news

କ୍ରାଇମ ବ୍ରାଚଂ ଏସ୍‌ଟିଏଫ୍‌କୁ ମିଳିଲା ସଫଳତା

କୋରାପୁଟ : କୋରାପୁଟ ଜିଲ୍ଳାରେ କ୍ରାଇମ୍‌ ବ୍ରାଂଚ ଏସ୍‌ଟିଏଫ୍‌ ନକଲି ନୋଟ୍‌ ଜବତ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସ୍‌ଷ୍ଟାଣ୍ଡରୁ ଜଣେ ଯୁବକଙ୍କ ଠାରୁ ୩ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରବା ସହ ଯୁବକକୁ ମଧ୍ୟ ଗିରଫ କରିଛି କ୍ରାଇମ୍‌…
Read More...

କିଡ୍‌ନୀ ପୀଡିତ ବଚନଙ୍କ ପାଇଁ ଅର୍ଥ ସାଜିଛି ବାଧକ

କୋରାପୁଟ, (କେପିଏନ୍‌ଏସ୍‌) : ବୟସ ମାତ୍ର ୨୦ । କିଡ୍‌ନୀ ରୋଗର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକ ଅଧୀନସ୍ଥ କୋଲାର ଗ୍ରାମ ପଚାଂୟତ କାଠପଡା ଗାଁର ଭଗବାନ ଖରାଙ୍କ ପୁଅ ବଚନ ଖରା କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଖୁବ୍‌ କଷ୍ଟ ପାଉଥିବା ଜଣାପଡ଼ିଛି ।…
Read More...

ମୋବାଇଲ ଫୋନ୍‌ ଫାଟିଲା : ଶିଶୁକନ୍ୟା ଗୁରୁତର

କୋରାପୁଟ : ମୋବାଇଲ ଫୋନ୍‌ ଫାଟୁଥିବା ଅନେକ ଖବର ସମୟ ସମୟରେ ଆସିଥାଏ । ତେବେ ଆଜି ପୁଣି ସେଭଳି ଏକ ଖବର ଆସିଛି । ମୋବାଇଲ ଫୋନ୍‌ ଫାଟି ଜଣେ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏହି…
Read More...

୨ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କଲା ପୋଲିସ

କୋରାପୁଟ, (କେପିଏନ୍‌ଏସ୍‌) : ଦୁଇ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଛି କୋରାପୁଟ ଲମତାପୁଟ ଥାନା ପୋଲିସ । ସୂଚନା ଅନୁସାରେ ଏକ ୪୦୭ ଭ୍ୟାନ୍‌ରେ ହଜାରେ ୩୬ କେଜି ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ରାତିରେ ପେଟ୍ରୋଲିଂ ସମୟରେ ପୋଲସି ହାତରେ ଧରାପଡ଼ିଛି । ପୋଲିସକୁ ଦେଖି ଚୋରା…
Read More...

କଥା କଟାକଟିରୁ ପତ୍ନୀକୁ କାତିରେ କାଟି ହତ୍ୟାକଲା ସ୍ୱାମୀ

କୋରାପୁଟ : ସାମାନ୍ୟ କଥା କଟାକଟିକୁ ନେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡାପଦର ଗାଁରେ ରବିବାର ରାତିରେ କାର୍ତ୍ତିକ ଟାକ୍ରି ତା ପତ୍ନୀ ପାର୍ବତୀ କମାର(୨୪)କୁ ଏକ କାତିରେ କାଟି ହତ୍ୟା କରିଛି…
Read More...

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ

କୋରାପୁଟ : ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସର ଗାଡି ଯାଞ୍ଚ ସମୟରେ ଆଜି ଏକ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା କୁହା ଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ…
Read More...

ଜୟପୁର ଏଫଓବି ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ୱେବିନାର ଆୟୋଜିତ

କୋରାପୁଟ, ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ(ଏଫଓବି), ଜୟପୁର, କୋରାପୁଟ ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବେ କୋରାପୁଟ ମୁଖ୍ୟ ଚିକିତ୍ସା…
Read More...

ପୁଣି ଯୌନ ନିର୍ୟାତନା ଅଭିଯୋଗ : ସୁନାବେଡ଼ା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ

କୋରାପୁଟ : ପୁଣି ଏକ ଯୌନ ନିର୍ୟାତନା ଅଭିଯୋଗ ସାମ୍‌ନାକୁ ଆସିଛି । ଜଣେ ମହିଳା କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ସାତ ହଜାର ଟଙ୍କା ଦରମା ମିଳିବ…
Read More...

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତର ହନୁମାଲ ଗାଁରେ ଆଜି ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଚୁହାଯାଇଛି । ହନୁମାଲ ଗାଁରେ ବହୁ ପରିମାଣରେ ଗଞ୍ଜେଇ…
Read More...

ବିପୁଳ ପରିମାଣର ମାଓ ସାମାଗ୍ରୀ ଜବତ

କୋରାପୁଟ : କୋରାପୁଟ-ମାଲକାନଗିରି ସୀମାରେ ଚଢଉ କରାଯାଇ ବିପୁଳ ମରିମାଣରେ ମାଓ ସାମାଗ୍ରୀ ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ୧୫ରୁ ୨୦ ମାଓବାଦୀ ଲୁଚିଥିବା ଖବର ପାଇ ବିଏସ୍‌ଏଫ ଓ କୋରାପୁଟ ଡିଭିଏଫ୍‌ର ମିଳିତ ଚଢାଉ ହୋଥିଲା । ଏହି ଚଢଉ ପୂର୍ବରୁ ହିଁ ମାସବାଦୀମାନେ ଫୋରାର୍‌…
Read More...