Browsing Tag

koraput news

୧୬୨କିଲୋ ଗଞ୍ଜେଇ ଜବତ : ୬ ଗିରଫ

କୋରାପୁଟ : ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ଏକ ଆଇଚର ଟ୍ରକ୍ ଓ ବୋଲେରୋ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିଲା ସୁନାବେଡ଼ା ପୋଲିସ । ଭୋର ୪ଟା ସମୟରେ ସୁନାବେଡ଼ା ୧ନଂ ବସ୍‌ଷ୍ଟପ ନିକଟରେ ଆଇଚର ଟ୍ରକରୁ ୧୬୨କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଟ୍ରକକୁ ଏକ୍ସପୋର୍ଟ କରୁଥିବା…
Read More...

କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଦୀର୍ଘଦିନ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ସୁଚନା ଅନୁସାରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ…
Read More...

ପେଟ୍ରୋଲିଂ ସମୟରେ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ କରିବାରେ ସଫଳ ହୋଇଛି ପୋଲିସ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ଗଞ୍ଜେଇ କାରବାର ହେଉଥିବା ନେଇ ଖବର ପାଇବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ଟିମ ଲମତାପୁଟ ଠାରୁ ୫କିଲୋମିଟର କଡରି ଗାଁ ନିକଟରର…
Read More...

ପିକଅପ୍ ଭ୍ୟାନ୍ ଓଲଟି ୧୦ ମୃତ

କୋରାପୁଟ : କୋଟପାଡ଼ ଥାନା ଓଡିଶା-ଛତିଶଗଡ଼ ସୀମା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ…
Read More...

କୋରାପୁଟ ସଦର ମହକୁମାରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀପାର୍କରେ ଅବସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂ‌ର୍ତ୍ତିରେ କୋରାପୁଟ ଜିଲ୍ଲା ସ୍ୱାରକୀ କମିଟି ଓ ନଗର କଂଗ୍ରେସ କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ଭବାନୀ ଶଙ୍କର…
Read More...

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ । ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ୍‌ ଚ୍ୟାମ୍ପର କରୁଛନ୍ତି ମାଫିଆ । ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା…
Read More...

ବିଭତ୍ସ ଅ‌ନ୍ଧବି‌ଶ୍ୱାସ : ନୃଶଂସ ହତ୍ୟାକା‌ଣ୍ଡ

କୋରାପୁଟ : ବିଭତ୍ସ ଅନ୍ଧବିଶ୍ୱାସ ଯୋଗୁଁ ନୃଶଂସ ହତ୍ୟାକା‌ଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଦେଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ ବୋଲି ଖବର ମିଳିଛି। ମାଲକାନଗିରି ପଡିଆ ଅଂଚଳରେ ଏଭଳି ଅଭବାନୀୟ ଘଟଣା…
Read More...

ଦିବ୍ୟାଙ୍ଗ ଶଶିରେଖା : ଅନ୍ୟ‌ଙ୍କ ପାଇଁ ପ୍ରେରଣା

କୋରାପୁଟ : ଦିବ୍ୟାଙ୍ଗ ଶଶିରେଖା, ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ଭିନ୍ନକ୍ଷମ ହୋଇ ବି ସେ ବିଶେଷ ସକ୍ଷମ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛ‌ନ୍ତି । ନିଜେ କାମ କରି ନିଜ ମା'‌ଙ୍କୁ ପାଳୁଛ‌ନ୍ତି। ସୂଚନା ଅନୁସାରେ କୋରାପୁଟ…
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ହେବ ୭୦ ଲକ୍ଷ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲାରେ ଚୋରା ଚାଲାଣ ସମୟରେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା…
Read More...

ପଶୁ ଠୁ ବି ହୀନ ହେଲା ମଣିଷ : ନିଜ କୁନି ଝିଅକୁ ହତ୍ୟା କଲା ବାପା : ଗାଁ ଠାକୁରାଣୀ ପାଖେ ଦେଇଛି ବଳି

କୋରାପୁଟ : ପଶୁ ଠୁ ବି ହୀନ ହେଲା ମଣିଷ । ନିଜ କୁନି ଝିଅକୁ ଗାଁ ଠାକୁରାଣୀ ପାଖେ ଦେଇଛି ବଳି । ଅସୁର ସାଜିଲା ବାପା । ବାପ ଝିଅର ଅମୃତ ସଂପର୍କକୁ ଧୂଳିସାତ୍‌ କରିଦେଲା ଜଣେ ବାପା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହନୁମାନ ଟଙ୍କା ଲୋଭରେ କୁନି ଝିଅକୁ ହତ୍ୟା କଲା । ଜଣେ ଝିଅ ପାଇଁ ନିଜ…
Read More...