Browsing Tag

koraput news

କୋରାପୁଟରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ଏହି ଗଞ୍ଜେଇକୁ ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ ୨ ଜଣଙ୍କୁ ଗିରଫ…
Read More...

ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା : ବନ୍ଧା ହେଲେ ୫

କୋରାପୁଟ : ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ମଧ୍ୟ ଅବରୋଧ କରିଥିଲେ ।…
Read More...

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ : ୨ ଗିରଫ

କୋରାପୁଟ : କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଯାଇଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ସପ୍ଲାଏ ଆଳରେ ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍‌ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି…
Read More...

କୋରାପୁଟରେ ଓଡିଶା ଦିବସ ପାଳିତ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟିଆ ଗ୍ରାମ ପଞ୍ଚାୟତରେ ଓଡିଶା ଦିବସ ପାଳନ ହୋଇଛି । ଏହି କାର୍ୟ୍ୟକ୍ରମରେ ପଟ୍ଟାଙ୍ଗୀ ବିଧାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, କୋରାପୁଟ ଉପ ଜିଲ୍ଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ…
Read More...

ପୋଲିସକୁ ମିଳିଲା ବଡ଼ ସଫଳତା : ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ : ପଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି ବୋଲି ଖବର ମଳିଛି । କୋରାପୁଟ ଜି‌ଲ୍ଲା ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ଏକ କାରରେ ୩ ଜଣ ଯୁବକ ବିଶାଖାପାଟଣାରୁ ବିପୁଳ ପରିମାଣର ନକଲି ନୋଟ୍ ନେଇ ଛତିଶଗଡ଼ ଯାଉଥିଲେ । ତେବେ…
Read More...

କମ୍ବିଂ ଅପରେସନ୍‌ ବେଳେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ : ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରେ କମ୍ବିଂ ଅପରେସନ୍‌ ଚାଲୁଥିବା ସମୟରେ ବଡ଼ ଧରଣର ଅଘଟଣରୁ ଯବାନ ବର୍ତ୍ତିଯାଇଥିଲେ ଯବାନ । ତେବେ ଘଟଣା‌ସ୍ଥଳରୁ ବିପୁଳ ପରିମାଣ ବିସ୍ଫୋରକ ସହ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ୍ ପେଲେଟ୍,…
Read More...

ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ୍‌

କୋରାପୁଟ : ଥମୁନି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଉତ୍ତରପ୍ରଦେଶକୁ ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ ଏକ ୧୨ ଚକିଆ ଟ୍ରକ ଉପରେ ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ତେବେ ଅଦା…
Read More...

ମେଡିକାଲରୁ ନବଜାତ ଶିଶୁ ନିଖୋଜ

କୋରାପୁଟ : କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛିି । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ସିଲକଗୁଡ଼ା ଗାଁର ତୁଳସୀନା ଗୌଡ଼ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ମା'ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ…
Read More...

ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ

କୋରାପୁଟ : ମହମ୍ମଦ ଅବଦାଲ ଅଖତର କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛ‌ନ୍ତି । ତେବେ ଅବଦାଲ ଅଖତର ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଠାରୁ ଦାୟିତ୍ଵ ନେଇଛ‌ନ୍ତି । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଦାୟିତ୍ଵ ଗ୍ରହଣ ସମୟରେ ଉପସ୍ଥିତ ରହି ସ୍ବାଗତ ଜଣାଇଥିବା…
Read More...

ଦିନିକିଆ କୋରାପୁଟ ଜିଲା ଗସ୍ତରେ ପୋଲିସ ଡିଜି ଅଭୟ

କୋରାପୁଟ : ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଆସି ଉଦ୍‌ଘାଟନ କରିଛନ୍ତି ନବନିର୍ମିତ ପୋଲିସ ଆର୍‌ଆଇ କାର୍ୟ୍ୟାଳୟ । ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ ଦମନ, ଗଞ୍ଜାଇ…
Read More...