csstore

ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ୍‌

କୋରାପୁଟ : ଥମୁନି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଉତ୍ତରପ୍ରଦେଶକୁ ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ ଏକ ୧୨ ଚକିଆ ଟ୍ରକ ଉପରେ ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ତେବେ ଅଦା ବ‌ସ୍ତାରେ ଅଦା ଗୋଟେ ପଟେ ତ ଅନ୍ୟପଟେ ଗଞ୍ଜେଇ ଗୋଟେ ପଟେ । ଗୋଟେ ଗୋଟେ ପ୍ୟାକେଟରେ ପାଖାପାଖି ୨୫କେଜି ଗ‌ଞ୍ଜେଇ ଥିବାର ଅନୁମାନ କରାଯାଉଛି ।

jayashree
Leave A Reply

Your email address will not be published.