Browsing Tag

koraput news

ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

କୋରାପୁଟ : ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬…
Read More...

ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁ ସସ୍‌ପେଣ୍ଡ

କୋରାପୁଟ : ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି । ସୂଚନାନୁଯାୟୀ, ଚୋରି ସୁନା କିଣିଥିବା ନାରାୟଣପାଟଣାର ସୁନା ବ୍ୟବସାୟୀ ଏମ୍‌.ମୌଲିଙ୍କୁ ଫେରାର୍ କରିବାରେ ଆଇଆଇସି ସହାୟତା କରିଥିଲେ ।…
Read More...

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ୨ ଗିରଫ

କୋରାପୁଟ : ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ କାବୁ ହୋଇଥିବା ବେଳେ ଏଥିରେ ୨ ଜଣ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ତେବେ କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଏମାନଙ୍କୁ ଧରିଛି ଏସଟିଏଫ୍ ଟିମ୍‌ ଓ ସେମାନଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଥିବା…
Read More...

ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲା ଶୁଣାଣି

କୋରାପୁଟ : ଆଜି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାରେ ଶୁଣାଣି ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦ ଲାଗି ଆସିଛି । କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ…
Read More...

୧୨ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

କୋରାପୁଟ : କୋରାପୁଟ ଜିଲ୍ଲାରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌ ଚାଲିଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ୧୨ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ୧୨ ଏକର ଜମିରେ ପ୍ରାୟ ୧୪ ହଜାର ୪ଶହ ଗଞ୍ଜେଇ ଗଛ ନଷ୍ଟ କରିଛି କୋରପୁଟ ଅବକାରୀ ବିଭାଗ ।
Read More...

ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗ୍ରାମରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରାୟ ୬ କ୍ୱିଣ୍ଟାଲ ୬୫କେ.ଜି ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବରପାଇ ଅବକାରୀ…
Read More...

ହରିଆଣାକୁ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା : କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇକୁ ଜବତ କଲା ମାଛକୁଣ୍ଡ…

କୋରାପୁଟ : ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ମାଛକୁଣ୍ଡ ପୋଲିସ ଦ୍ୱାରା କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଂଜେଇ ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କାଙ୍ଗରପଡା ଅଞ୍ଚଳରୁ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବା ନେଇ ପୋଲିସ ଖବର…
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ୨୦ଜଣ କୁଷ୍ଠ ରୋଗୀଙ୍କୁ ମିଳିଲା ସହାୟତା

କୋରାପୁଟ, (କେପିଏନଏସ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ଶୋଚନୀୟ ଅବସ୍ଥାରେ ଦିନ କାଟୁଥିଲେ ୨୦ ଜଣ କୁଷ୍ଠ ରୋଗୀ । ସେମାନଂକୁ କୌଣସି ସୁବିଧା ମିଳୁନଥିଲା । ଭୋକ ଉପାସରେ ଦିନ କାଟୁଥିଲେ । ସେମାନେ ବିଗତ ଦିନରେ ବିଭିନ୍ନ ମନ୍ଦିର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଭିକ ମାଗି ଦିନ…
Read More...

ଅସହାୟ ଡାଳିମ୍ବଙ୍କୁ ପଢିବା ପାଇଁ ସରକାରୀ ସହାୟତା ମିଳିଲା

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ଗୌଡ଼ ସାହିରେ ବାସ କରନ୍ତି ଚଞ୍ଚଳ ପିତେଇ ଓ ତାଙ୍କ ପରିବାର । ସ୍ୱାମୀ ଶ୍ରୀହରି ପିତେଇ ଗତ ୪ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ସତର ବର୍ଷର ଝିଅ ମାନସିକ ବିକୃତ ପୁଅ ଓ ଅସୀ ବର୍ଷର ଶାଶୁ ଅଛନ୍ତି ।…
Read More...

ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ…
Read More...