om academy

ପୋଲିସକୁ ମିଳିଲା ବଡ଼ ସଫଳତା : ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

jsm

କୋରାପୁଟ : ପଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି ବୋଲି ଖବର ମଳିଛି । କୋରାପୁଟ ଜି‌ଲ୍ଲା ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ଏକ କାରରେ ୩ ଜଣ ଯୁବକ ବିଶାଖାପାଟଣାରୁ ବିପୁଳ ପରିମାଣର ନକଲି ନୋଟ୍ ନେଇ ଛତିଶଗଡ଼ ଯାଉଥିଲେ । ତେବେ କୌଣସି ସୂତ୍ରରୁ ପୋଲିସ୍‌ ଖବର ପାଇ ସେମାନ‌ଙ୍କୁ ଗିରଫ କରି କାର୍‌ ଏବଂ ନକଲି ନୋଟ୍‌ ଜବତ କରିଛି ବୋଲି ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.