ଖପ୍ରାଖୋଲରେ ଉଦ୍ଧାର ହେଲେ ନାବାଳକ ସହ ଦାଦନ ଶ୍ରମିକ : ସର୍ଦ୍ଦାର ଅଟକ
ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ପୋଲିସ ଦ୍ୱାରା ଜଣେ ନାବାଳକ ସହିତ ୨୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ଦାଦନ ସର୍ଦ୍ଦାର ଏବଂ ଗାଡ଼ିକୁ ଅଟକ ରଖିଥିବା ପ୍ରକାଶ । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏଏସ୍ଆଇ ଶମ୍ଭୁନାଥ ଠାକୁର ଏବଂ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ!-->…
Read More...
Read More...