Browsing Tag

khaprakhol news

ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।ଏହି ସେବାକେନ୍ଦ୍ର ଖୋଲାଯିବା ଦ୍ବାରା ଅଞ୍ଚଳର ମା' ମାନେ ବହୁତ ସୁବିଧା ପାଇପାରିବେ । ନିଜର ଟଙ୍କା ଉଠାଣ ପାଇଁ ଏଠାରେ କୈାଣସି ପ୍ରକାର ପଇସା କଟିବ
Read More...

ଲାଠୋର ଲାନ୍ଥ ନଦୀ ବ୍ରିଜ୍ ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଲାଠୋର ଗ୍ରାମ ସୀମାରେ ବହି ଯାଉଥିବା ଲାନ୍ଥ ନଦୀ ବ୍ରିଜ୍ ପାଖରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ କେହି ଜାଣି ନାହାନ୍ତି । ସେ ବ୍ୟକ୍ତି ଜଣକ କିଛି ଦିନ ହେଲା ଲାନ୍ଥ ନଦୀ
Read More...

ସହାୟତା ଅପେକ୍ଷାରେ ଜଲପାଙ୍କେଲ୍ ଗ୍ରାମର ହିରନ ଦାସ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଜଲପାଙ୍କେଲ ଗାଁରେ ରୁହନ୍ତି ଅସହାୟ ହିରନ ଦାସ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ସମୟରେ କୈାଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତେଣୁ ସେ କୈାଣସି କାମଧନ୍ଦା କରି ପାରନ୍ତି ନାହିଁ । ଅନ୍ୟର ଆଶ୍ରାରେ ଚଳୁଛନ୍ତି । ତାଙ୍କର
Read More...

ଶୋଚନୀୟ ଅବସ୍ଥାରେ ତେଲେନପାଲି-ପୁଟକେଲ୍‌ଚୁଆଁ ରାସ୍ତା : ହନ୍ତସନ୍ତ ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ତେଲେନପାଲିରୁ ପୁଟକେଲ୍‌ଚୁଆଁ ରାସ୍ତା । ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ଗ୍ରାମବାସୀ, ହେଲେ ସରକାର ଶୁଣୁନାହନ୍ତି ଗୁହାରୀ । ଏଠାରେ ସୂଚନା ଯେଗ୍ୟ ଯେ, ଏହି ରାସ୍ତାର ଉନ୍ନତି ପାଇଁ ୨୦୦୧ ମସିହାରୁ ଦାବୀ ହୋଇ
Read More...

ମାଲପଡା ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗାଁରେ ଅଜଣା ଦୁର୍ବୃତ୍ତ ଦ୍ବାରା ଧାନ ଖଳାରେ ନିଆଁ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ବହୁତ ଖୁସିରେ ଅଛନ୍ତି । ନିଜ ପରିଶ୍ରମର
Read More...

ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଲା, କିନ୍ତୁ ଘର ମିଳିଲା ନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ବିଭିନ୍ନ ଗାଁରେ ଦିଆଯାଇଥିବା ହିତାଧିକାରୀମାନଙ୍କୁ ଆବାସ ଘରର କାର୍ଯ୍ୟାଦେଶ ଦେଇ ବର୍ଷ ବର୍ଷ ହେଇ ଯାଇଥିଲେ ମଧ୍ୟ ଘର ମିଲୁନଥିବା ଦେଖିବାକୁ ମିଲିଛି । ଟଙ୍କପାଣି ଗାଁର ଘୁସାମଣୀ ବାଗଙ୍କୁ
Read More...

ଜଳ ଯୋଗାଣ ବନ୍ଦ ନେଇ ଜଲପାଙ୍କେଲ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ କାର୍ୟ୍ୟକ୍ଷମ ଥିବା ଜଳ ଯୋଗାଣ ପ୍ରକଳ୍ପକୁ ଗାଁର ସତ୍ୟ ମେହେର ଜୋର୍‌ ଜବରଦସ୍ତ ବନ୍ଦ କରିଥିବା ହେତୁ ଗ୍ରାମବାସୀ ଲାଠୋର ଥାନାର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ
Read More...

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ସରକାର ଜନତାଙ୍କୁ ବାହାରେ ମଳତ୍ୟାଗରୁ ରୋକିବା ପାଇଁ ପାଇଖାନା ଯୋଜନା କରିଛନ୍ତି । ଗାଁ ଗାଁରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରାଯାଇଛି । କିନ୍ତୁ ସେଗୁଡ଼ାକ ବ୍ୟବହାର ଉପଯୋଗୀ ନୁହେଁ । ସରକାରଙ୍କ କୋଟି କୋଟି ଟଙ୍କା ନଷ୍ଟ ହେଉଛି କିଛି ଦୁର୍ନୀତି ଖୋର
Read More...

ସୁନାମୁଦି, ବର୍ତିଆ ଗ୍ରାମରେ ପୋଲିସ ଚଢ଼ାଉ କରି ୨୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ…

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ସୁନାମୁଦି, ବର୍ତିଆ ଗାଁରୁ ଲାଠୋର୍ ପୋଲିସ ସୋମବାର ରାତିରେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଲାଠୋର ଥାନା ଅଧିନ ବର୍ତିଆ ଗାଁର
Read More...

ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଜାରି ରହିଛି । ବାରମ୍ବାର ବିଦ୍ୟୁତ କାଟ୍ ହେଉ ଅବା ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର ହଟାଇବାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।
Read More...